ଇସ୍କନ୍ ମନ୍ଦିର ପଛ ରାସ୍ତାରେ ଘଟିଲା ଛାତିଥରା ଘଟଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତାରେ ସାଇଡ୍ ଦେବାକୁ ନେଇ ଗଣ୍ଡଗୋଳ। ପରିସ୍ଥିତି ଏମିତି ହେଲା କି ଯୁବକଙ୍କୁ ଛୁରା ମାଡ଼ କଲା ଅନ୍ୟ ଜଣେ ବ୍ୟକ୍ତି । ଏଭଳି କିଛି ଘଟଣା ଘଟିଛି ଭୁବନେଶ୍ୱର ଇସ୍କନ୍ ମନ୍ଦିର ପଛ ରାସ୍ତାରେ । ଇସ୍କନ୍ ପେଟ୍ରୋଲ ପମ୍ପ ନିକଟରେ ଏକ ଦାମୀ କାରରେ ଥିବା କିଛି ଯୁବକ ଅନ୍ୟ ଜଣେ କାର୍ ଚାଳକଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଛୁରା ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି […]

790

790

Tapas Behera
  • Published: Tuesday, 14 July 2020
  • Updated: 14 July 2020, 06:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତାରେ ସାଇଡ୍ ଦେବାକୁ ନେଇ ଗଣ୍ଡଗୋଳ। ପରିସ୍ଥିତି ଏମିତି ହେଲା କି ଯୁବକଙ୍କୁ ଛୁରା ମାଡ଼ କଲା ଅନ୍ୟ ଜଣେ ବ୍ୟକ୍ତି । ଏଭଳି କିଛି ଘଟଣା ଘଟିଛି ଭୁବନେଶ୍ୱର ଇସ୍କନ୍ ମନ୍ଦିର ପଛ ରାସ୍ତାରେ । ଇସ୍କନ୍ ପେଟ୍ରୋଲ ପମ୍ପ ନିକଟରେ ଏକ ଦାମୀ କାରରେ ଥିବା କିଛି ଯୁବକ ଅନ୍ୟ ଜଣେ କାର୍ ଚାଳକଙ୍କ ଉପରକୁ ଆକ୍ରମଣ କରିଛନ୍ତି।

ଛୁରା ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ତିନି ଜଣ ଯୁବକ ଏକ ଦାମୀ କାରରେ ଯାଉଥିବା ବେଳେ ଅନ୍ୟ କାରରେ ଥିବା ଯୁବକ ତାଙ୍କୁ ରାସ୍ତା ଛାଡ଼ିବାକୁ କହିଥିଲେ। ହେଲେ ଏଥିରୁ ଉତକ୍ଷିପ୍ତ ହୋଇ ଯୁବକଙ୍କ ଉପରକୁ ଛୁରୀ ମାଡ଼ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ନୟାପଲ୍ଲୀ ଥାନାରେ ଏତଲା ପରେ ପୁଲିସ ପହଞ୍ଚି ଖୋଳତାଡ଼ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story