ମାଛଧରାକୁ ନେଇ ଯୁବକଙ୍କୁ ଛୁରାମାଡ଼

କଟକ(ପ୍ରଭାତ ବିଷୋୟୀ): କଟକ ସହର ସ୍ଥିତ ଯୋବ୍ରା ମାଟିଆ ମଙ୍ଗଳା ସାହିରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଆହତ ଯୁବକଙ୍କ ନାଁ ତପନ ନାୟକ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଦୁଇ ଜଣ ଯୁବକ ତପନଙ୍କ ଘରେ ପଶି  ଛୁରାମାଡ଼ କରି ଫେରାର୍ ହୋଇଯାଇଥିବା ତାଙ୍କ ପରିବାର ଲୋକ କହିଛନ୍ତି। ତେବେ ଯୋବ୍ରା ବ୍ୟାରେଜ୍‌ ଉପରେ ମାଛଧରାକୁ ନେଇ ତପନଙ୍କ ଉପରେ ଛୁରାମାଡ଼ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। […]

knife

knife

Jyoshna Pradhan
  • Published: Monday, 10 June 2019
  • Updated: 10 June 2019, 08:13 AM IST

Sports

Latest News

କଟକ(ପ୍ରଭାତ ବିଷୋୟୀ): କଟକ ସହର ସ୍ଥିତ ଯୋବ୍ରା ମାଟିଆ ମଙ୍ଗଳା ସାହିରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଆହତ ଯୁବକଙ୍କ ନାଁ ତପନ ନାୟକ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଦୁଇ ଜଣ ଯୁବକ ତପନଙ୍କ ଘରେ ପଶି  ଛୁରାମାଡ଼ କରି ଫେରାର୍ ହୋଇଯାଇଥିବା ତାଙ୍କ ପରିବାର ଲୋକ କହିଛନ୍ତି। ତେବେ ଯୋବ୍ରା ବ୍ୟାରେଜ୍‌ ଉପରେ ମାଛଧରାକୁ ନେଇ ତପନଙ୍କ ଉପରେ ଛୁରାମାଡ଼ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତପନଙ୍କ ଶରୀରର ୫ଟି ସ୍ଥାନରେ ଆଘାତ ଲାଗିଛି। ମାଲଗୋଦାମ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ତପନଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି। ସେ କିଛିଦିନ ହେବ ଜାମିନ୍‌ରେ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story