ଚିଟ୍‌ଫଣ୍ଡ୍‌ ଦୁର୍ନୀତି ମାମଲାରେ ସାମ୍ବାଦିକ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇ କୋର୍ ଗ୍ରୁପ୍ ଚିଟଫଣ୍ଡ ଦୁର୍ନୀତି ମାମଲାରେ ସାମ୍ବାଦିକ ସୁମନ ଚଟୋପାଧ୍ୟାୟଙ୍କୁ ସିବିଆଇ ଗିରଫ କରିଛି। ଦୁର୍ନୀତିରେ ସଂପୃକ୍ତି ନେଇ ୨୦୧୪ରେ ଆଇ କୋର୍ ଗ୍ରୁପ ବିରୋଧରେ ମାମଲା ରୁଜୁ ହୋଇଥିଲା। ସୁଧ ହାର ଦେବାର ଲୋଭ ଦେଖାଇ ସଂସ୍ଥା ଲୋକଙ୍କ ପାଖରୁ ତିନି ହଜାର କୋଟି ଟଙ୍କା ଜମା ଗ୍ରହଣ କରିଥିଲା। ଏଥିରୁ କିଛି ଟଙ୍କା ଚଟ୍ଟୋପାଧ୍ୟାୟଙ୍କ କମ୍ପାନୀ ‘ଦିଶା ପ୍ରଡକ୍ସନ୍‌ ଆଣ୍ଡ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ’କୁ ଟ୍ରାନ୍ସଫର ହୋଇଥିଲା। ଚିଟ୍‌ଫଣ୍ଡ୍‌ […]

chatterjee

chatterjee

Jitendra Garnayak
  • Published: Friday, 21 December 2018
  • Updated: 21 December 2018, 02:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇ କୋର୍ ଗ୍ରୁପ୍ ଚିଟଫଣ୍ଡ ଦୁର୍ନୀତି ମାମଲାରେ ସାମ୍ବାଦିକ ସୁମନ ଚଟୋପାଧ୍ୟାୟଙ୍କୁ ସିବିଆଇ ଗିରଫ କରିଛି। ଦୁର୍ନୀତିରେ ସଂପୃକ୍ତି ନେଇ ୨୦୧୪ରେ ଆଇ କୋର୍ ଗ୍ରୁପ ବିରୋଧରେ ମାମଲା ରୁଜୁ ହୋଇଥିଲା।

ସୁଧ ହାର ଦେବାର ଲୋଭ ଦେଖାଇ ସଂସ୍ଥା ଲୋକଙ୍କ ପାଖରୁ ତିନି ହଜାର କୋଟି ଟଙ୍କା ଜମା ଗ୍ରହଣ କରିଥିଲା। ଏଥିରୁ କିଛି ଟଙ୍କା ଚଟ୍ଟୋପାଧ୍ୟାୟଙ୍କ କମ୍ପାନୀ ‘ଦିଶା ପ୍ରଡକ୍ସନ୍‌ ଆଣ୍ଡ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ’କୁ ଟ୍ରାନ୍ସଫର ହୋଇଥିଲା।

ଚିଟ୍‌ଫଣ୍ଡ୍‌ ଦୁର୍ନୀତିର ତଦନ୍ତ ବେଳେ ସୁମନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେହି ଆଧାରରେ ଗତକାଲି ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ ଭୁବନେଶ୍ୱରର ସିଜେଏମ୍ କୋର୍ଟରେ ହାଜର କରାଯିବ।

ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗତବର୍ଷ ସୁମନଙ୍କ ସ୍ତ୍ରୀ କସ୍ତୁରୀଙ୍କୁ ଜେରା କରାଯାଇଥିଲା।

https://youtu.be/whCdUDT-MuI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story