ଚିନ୍ତା ବଢ଼ାଇଲା କୋଲକାତା ଲିଙ୍କ: ତାସ୍‌ ଖେଳିଥିଲେ, ଭୋଜି କରିଥିଲେ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ୫ ଜଣ ‘କରୋନା’ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ସରକାର। ସମସ୍ତ ୫ ଜଣଙ୍କ କୋଲକାତା ଲିଙ୍କ୍ ରହିଛି। ସେମାନଙ୍କ ଶରୀରରେ ‘କରୋନା’ ଲକ୍ଷଣ ନଥିଲା। ତେଣୁ ସେମାନଙ୍କ ଭିତରୁ କିଏ ତାସ ଖେଳୁଥିଲା ତ ଆଉ କିଏ ଭୋଜିରେ ମାତିଥିଲା। ଆଉ କିଏ ହାଟବାଟ୍‌ କରି ଘରେ ପରିବାର ଲୋକଙ୍କ ସହିତ ରହିଥିଲେ। ଏବେ ସେମାନେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହେବା ପରେ ପରିବାର ଲୋକଙ୍କ ଚିନ୍ତା ବଢ଼ି ଯାଇଛି। […]

coro

coro

Manoranjan Sial
  • Published: Wednesday, 22 April 2020
  • Updated: 22 April 2020, 06:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ୫ ଜଣ ‘କରୋନା’ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ସରକାର। ସମସ୍ତ ୫ ଜଣଙ୍କ କୋଲକାତା ଲିଙ୍କ୍ ରହିଛି। ସେମାନଙ୍କ ଶରୀରରେ ‘କରୋନା’ ଲକ୍ଷଣ ନଥିଲା। ତେଣୁ ସେମାନଙ୍କ ଭିତରୁ କିଏ ତାସ ଖେଳୁଥିଲା ତ ଆଉ କିଏ ଭୋଜିରେ ମାତିଥିଲା। ଆଉ କିଏ ହାଟବାଟ୍‌ କରି ଘରେ ପରିବାର ଲୋକଙ୍କ ସହିତ ରହିଥିଲେ। ଏବେ ସେମାନେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହେବା ପରେ ପରିବାର ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ଆଜି ସମ୍ପୃକ୍ତ କରୋନା ଆକ୍ରାନ୍ତଙ୍କ ବିସ୍ତୃତ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର।

୭୦ ନମ୍ୱର ‘କରୋନା’ ଆକ୍ରାନ୍ତ ୫୦ ବର୍ଷୀୟ ବ୍ୟକ୍ତି ୨୮ ତାରିଖରେ କୋଲକାତାର ହାୱାଡ଼ାରୁ ଏକ ଭଡ଼ା ଗାଡ଼ିରେ ଫେରିଥିଲେ। ତାଙ୍କ ସହିତ ୨୮ ଜଣଙ୍କ ଆସିଥିଲେ। ୩୧ ତାରିଖରେ ସେ କୋରେଇ ହସ୍ପିଟାଲ ଯାଇଥିଲେ। ୧୯ ତାରିଖ ଯାଏ ହୋମ୍ କ୍ୱାରେଣ୍ଟିନରେ ରହିଥିଲେ। ଲକ୍ଷଣ ନଥିବା ସତ୍ତ୍ୱେ ତାଙ୍କର ରକ୍ତ ଓ ସ୍ୱାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ୨୦ ତାରିଖରେ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଥିଲା। ପରେ ତାଙ୍କୁ ଟାଟା କୋଭିଡ୍‌ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି।

ସେହିପରି ୭୧ ନମ୍ୱର ‘କରୋନା’ ଆକ୍ରାନ୍ତ ହେଉଛନ୍ତି ଯାଜପୁର ସଦର ବେହେରା ପାଟଣା ଘର ଗାଁର ବୟସ ୨୮ ବର୍ଷୀୟ ଯୁବକ। ସେ କୋଲକାତାରୁ ଅନ୍ୟ ୧୧ ଜଣଙ୍କ ସହ ଭଡ଼ାଗାଡ଼ିରେ ମାର୍ଚ୍ଚ ୨୯ ତାରିଖରେ ଘରକୁ ଆସିଥିଲେ। ମାର୍ଚ୍ଚ ୩୦ ତାରିଖରେ ଯାଜପୁର ହସ୍ପିଟାଲ ଯାଇଥିଲେ। ୧୪ ତାରିଖ ଯାଏ ସେ କ୍ୱାରେଣ୍ଟିନରେ ରହିଥିଲେ। ୧୫ରୁ ୨୦ ତାରିଖ ଯାଏ ଯାଜପୁର ମେଡିକାଲରେ ଆଡମିଶନ ହୋଇଥିଲେ। ୨୦ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ପରେ ତାଙ୍କ କଳିଙ୍ଗ ନଗର ଟାଟା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି ୭୨ ନମ୍ୱର ‘କରୋନା’ ଆକ୍ରାନ୍ତ ହେଉଛନ୍ତି ଜଣେ ପୁରୁଷ। ବୟସ ୬୪ ବର୍ଷ। ଘର ଯାଜପୁର ବାସୁଦେବପୁର ଅଞ୍ଚଳରେ। ସେ ୨୯ତାରିଖରେ ଭଡ଼ାଗାଡ଼ିରେ କୋଲକାତାରୁ ଆସିଥିଲେ। ୧୯ ଯାଏ ଘରେ ଥିଲେ। ତାଙ୍କ ଶରୀରରେ କୌଣସି ‘କରୋନା’ ଲକ୍ଷଣ ନଥିଲା। ୨୦ ତାରିଖରେ ପଜିଟିଭ ରିପୋର୍ଟ ଆସିବା  ପରେ ତାଙ୍କୁ ଟାଟା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

୭୩ ନମ୍ୱର କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ପୁରୁଷ। ତାଙ୍କ ବୟସ ୫୮ ବର୍ଷ। ଘର ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳରେ। ମାର୍ଚ୍ଚ ୨୯ ତାରିଖରେ ସେ ଭଡ଼ାଗାଡ଼ିରେ ଅନ୍ୟ ୨ ଜଣଙ୍କ ସହ କୋଲକାତାରୁ ଆସିଥିଲେ। ୧୯ ତାରିଖ ଯାଏ ହୋମ୍ କ୍ୱାରେଣ୍ଟିନରେ ରହିଥିଲେ। ୧୭ ତାରିଖରେ ରାସନ ପାଇଁ ଯାଇଥିଲେ।

୨୦ ତାରିଖରେ ସାଙ୍ଗମାନଙ୍କ ସହ ତାସ୍ ଖେଳିଥିଲେ। ତେବେ ତାଙ୍କ ଶରୀରେ ଲକ୍ଷଣ ନଥିବା ସତ୍ତ୍ୱେ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା। ରିପୋର୍ଟରେ ପଜିଟିଭ୍‌ ଆସିଛି। ଏହା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

୭୪ ନମ୍ୱର କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୩୨ ବର୍ଷର ପୁରୁଷ ବ୍ୟକ୍ତି। ତାଙ୍କ ଘର ଯାଜପୁର ସଦର ବିରଜାପୁର ଗାଁର। ମାର୍ଚ୍ଚ ୨୯ ତାରିଖରେ କୋଲକାତାରୁ ୧୧ ଜଣଙ୍କ ସହ ଭଡ଼ାଗାଡ଼ିରେ ଆସିଥିଲେ। ଏପ୍ରିଲ ୧୫ ତାରିଖରେ ପାଳସାହି ସାଙ୍ଗ ଘରେ ଅନ୍ୟ ୨ ଜଣଙ୍କ ସହ ଖାଇଥିଲେ। ୧୬ ଓ ୧୭ ତାରିଖରେ ରାମବାଗ ଚିକେନ, ଗ୍ରୋସରୀ, ପରିବା ଦୋକାନ ଯାଇଥିଲେ। ଲକ୍ଷଣ ନଥିଲା ସତ୍ତ୍ୱେ ତାଙ୍କର ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଥିଲେ। ତେବେ ରିପୋର୍ଟରେ ପଜିଟିଭ ଆସିଛି। ତାଙ୍କୁ ଟାଟା ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story