କୋଣାର୍କ: ଜମି ବିବାଦକୁ କେନ୍ଦ୍ର କରି ଭୁଜାଲି ମାଡ଼ରେ ୩ ଆହତ

କୋଣାର୍କ: ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଜପୁର ଗାଁରେ ଆଜି ଏକ ଜମି ବିବାଦକୁ କେନ୍ଦ୍ର କରି  ଭୁଜାଲି ମାଡ଼ରେ ଗୋଟିଏ ପରିବାର ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଏହି ଘଟଣାରେ ପୋଲିସ୍‌କୁ ଦାୟୀ କରିବା  ସହ ଅଭିଯୁକ୍ତକୁ ଗିରଫ ଦାବିରେ କୋଣାର୍କ-କାକଟପୁର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନା ଲୋକଙ୍କୁ ବୁଝାସୁଝା କରିଛି। ସୂଚନାଯୋଗ୍ୟ,  ଜମି ବିବାଦକୁ କେନ୍ଦ୍ର […]

konaka

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 07:37 AM IST

କୋଣାର୍କ: ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଜପୁର ଗାଁରେ ଆଜି ଏକ ଜମି ବିବାଦକୁ କେନ୍ଦ୍ର କରି  ଭୁଜାଲି ମାଡ଼ରେ ଗୋଟିଏ ପରିବାର ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଏହି ଘଟଣାରେ ପୋଲିସ୍‌କୁ ଦାୟୀ କରିବା  ସହ ଅଭିଯୁକ୍ତକୁ ଗିରଫ ଦାବିରେ କୋଣାର୍କ-କାକଟପୁର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନା ଲୋକଙ୍କୁ ବୁଝାସୁଝା କରିଛି।

ସୂଚନାଯୋଗ୍ୟ,  ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା।

Related story