କମାଣ୍ଡର ଓଲଟି ୨ମୃତ, ୧୦ ଆହତ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କଲାଡି ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କମାଣ୍ଡର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଅହତ ହୋଇଥିଲେ। ଆହତଙ୍କୁ ନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Road-Accident-logo

Rakesh Mallick
  • Published: Saturday, 11 March 2017
  • , Updated: 11 March 2017, 08:52 PM IST

Related story