କୋରାପୁଟ: ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ, ୫ ଦେଶୀ ବନ୍ଧୁକ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ରାଲେଗାଡ଼ା ଅଞ୍ଚଳରେ କମ୍ୱିଂ ଅପରେସନ୍ ବେଳେ ମାଓବାଦୀଙ୍କ ଦ୍ୱାରା ଚାଲିଥିବା ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଚାଲିଥିବା ଏହି ବନ୍ଧୁକ କାରଖାନାରୁ ବିପୁଳ ପରିମାଣର ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସଂରଜାମ ଜବତ ହୋଇଛି। ତେବେ ମାଓବାଦୀମାନ ଘଟଣାସ୍ଥଳରୁ ଖସି ପଳାଇଯିବାରେ ସକ୍ଷମ ହୋଇଥିଲେ। ରାଲେଗାଡ଼ା ପଞ୍ଚାୟତର ସିରିବାଲ୍ସା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ବନ୍ଧୁକ କାରଖାନା ଚାଲିଥିବା ଖବର ପାଇଁ ଗତକାଲି […]

armry-seized-form-maocamp

Rakesh Mallick
  • Published: Sunday, 01 November 2015
  • , Updated: 01 November 2015, 03:26 PM IST

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ରାଲେଗାଡ଼ା ଅଞ୍ଚଳରେ କମ୍ୱିଂ ଅପରେସନ୍ ବେଳେ ମାଓବାଦୀଙ୍କ ଦ୍ୱାରା ଚାଲିଥିବା ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଚାଲିଥିବା ଏହି ବନ୍ଧୁକ କାରଖାନାରୁ ବିପୁଳ ପରିମାଣର ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସଂରଜାମ ଜବତ ହୋଇଛି। ତେବେ ମାଓବାଦୀମାନ ଘଟଣାସ୍ଥଳରୁ ଖସି ପଳାଇଯିବାରେ ସକ୍ଷମ ହୋଇଥିଲେ। ରାଲେଗାଡ଼ା ପଞ୍ଚାୟତର ସିରିବାଲ୍ସା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ବନ୍ଧୁକ କାରଖାନା ଚାଲିଥିବା ଖବର ପାଇଁ ଗତକାଲି ବିଏସ୍ଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା।

Related story