କୋରାପୁଟ-ଦାମନଯୋଡି ରେଳ ଲାଇନରୁ ପଥର ହଟିଲା, ଟ୍ରେନ ଚଳାଚଳ ସ୍ୱାଭାବିକ

କୋରାପୁଟ: କୋରାପୁଟ-ଦାମନଯୋଡି ମଧ୍ୟରେ ଘାଟଗୁଡା ନିକଟରେ ଗତକାଲି ଏକ ବିରାଟ ପଥର ପଡି ରେଳ ଚଳାଚଳ ବନ୍ଦ ହୋଇଯାଇଥିଲା । ଆଜି ସେହି ପଥରକୁ ବ୍ଲାଷ୍ଟିଂ କରାଯାଇ ହଟାଯିବା ପରେ ଏହି ରେଳପଥରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି। ସେହିପରି ମାଛକୁଣ୍ଡଠାରେ ମାଟି ଧସି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମାଟି ସଫା କରାଯିବା ପରେ ଆଜିଠାରୁ ପୁଣି ଥରେ ବିଶାଖାପାଟଣା ଦେଇ ରେଳ ଚଳାଚଳ ସ୍ୱାଭାବିକ ହୋଇଛି।

koraput

Rakesh Mallick
  • Published: Thursday, 17 September 2015
  • , Updated: 17 September 2015, 05:00 PM IST

Related story