କୋରାପୁଟ: ଗ୍ରାମରକ୍ଷୀଙ୍କୁ ମାଓବାଦୀଙ୍କ ଗଳାକାଟି ହତ୍ୟା ସନ୍ଦେହ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀରେ ଗ୍ରାମରକ୍ଷୀଙ୍କୁ ଗଳାକାଟି ହତ୍ୟା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ପେଟ୍ରୁ ଗାଁର ଜଗା ଖିଲ। ଏହି ହତ୍ୟାକାଣ୍ଡ ପଛରେ ମାଓବାଦୀଙ୍କ ହତ୍ୟା ଥିବ ସନ୍ଦେହ କରଯାଉଛି। ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ଟା ବେଳେ କିଛି ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡାକିନେଇ ହତ୍ୟା କରିଛନ୍ତି। ପୋଲିସ ଇନଫର୍ମର ଅଭିଯୋଗରେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ  କରି ପୋଲିସ ତଦନ୍ତ ଚଳାଇଛି।

Capture

Rakesh Mallick
  • Published: Saturday, 06 June 2015
  • , Updated: 06 June 2015, 02:56 AM IST

Related story