କୁନ୍ଦୁଲି ମାମଲା: OHRCଙ୍କ ନିକଟରେ ହାଜର ହେଲେ କୋରାପୁଟ ମେଡିକାଲ କଲେଜ ଅଧୀକ୍ଷକ

Ordigital Desk
  • Published: Friday, 10 November 2017
  • , Updated: 10 November 2017, 02:16 PM IST
<p>ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଆଜି ହାଜର ହୋଇଛନ୍ତି କୋରାପୁଟ ମେଡିକାଲ କଲେଜ ଅଧୀକ୍ଷକ ସୀତାରାମ ମହାପାତ୍ର।</p> <p>ପୀଡ଼ିତାଙ୍କ ଚିକିତ୍ସା ନେଇ OHRCଙ୍କ ପକ୍ଷରୁ ସୀତାରାମ ମହାପାତ୍ରଙ୍କୁ ପଚରାଉଚରା କରାଯାଇଛି। ପୂର୍ବରୁ ସେ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ଦାଖଲ କରିସାରିଛନ୍ତି।</p> <p>ସୂଚନାଯୋଗ୍ୟ ଗତଚାରି ଦିନ ତଳେ କୋରାପୁଟ ମେଡିକାଲ କଲେଜ ଅଧୀକ୍ଷକ ହାଜର ହେବା ପାଇଁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ</p>

Related story