କୋଣାର୍କ ବୁଲିଲେ କୋରିଆନ୍ ହକି ଖେଳାଳି

<p>କୋଣାର୍କ: ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଓଡ଼ିଶା ଆସିଥିବା କୋରିଆନ୍ ହକି ଦଳ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ଦଳର ସମସ୍ତ ଖେଳାଳି ଓ ଅଧିକାରୀମାନେ ସୂର୍ଯ୍ୟ ମନ୍ଦିରର କଳାକୃତି ଦେଖି ଖୁସି ହୋଇଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯିବା ପରେ ସ୍ଥାନୀୟ ଗାଇଡ୍ ସେମାନଙ୍କୁ କୋଣାର୍କର ଐତିହାସିକ ତଥ୍ୟ ସମ୍ପର୍କରେ ଅବଗତ କରାଇଥିଲେ।</p>

Ordigital Desk
  • Published: Thursday, 30 November 2017
  • Updated: 30 November 2017, 02:00 PM IST

Sports

Latest News

<p>କୋଣାର୍କ: ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଓଡ଼ିଶା ଆସିଥିବା କୋରିଆନ୍ ହକି ଦଳ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ଦଳର ସମସ୍ତ ଖେଳାଳି ଓ ଅଧିକାରୀମାନେ ସୂର୍ଯ୍ୟ ମନ୍ଦିରର କଳାକୃତି ଦେଖି ଖୁସି ହୋଇଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯିବା ପରେ ସ୍ଥାନୀୟ ଗାଇଡ୍ ସେମାନଙ୍କୁ କୋଣାର୍କର ଐତିହାସିକ ତଥ୍ୟ ସମ୍ପର୍କରେ ଅବଗତ କରାଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos