କୋଣାର୍କ ବୁଲିଲେ କୋରିଆନ୍ ହକି ଖେଳାଳି

କୋଣାର୍କ: ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଓଡ଼ିଶା ଆସିଥିବା କୋରିଆନ୍ ହକି ଦଳ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ଦଳର ସମସ୍ତ ଖେଳାଳି ଓ ଅଧିକାରୀମାନେ ସୂର୍ଯ୍ୟ ମନ୍ଦିରର କଳାକୃତି ଦେଖି ଖୁସି ହୋଇଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯିବା ପରେ ସ୍ଥାନୀୟ ଗାଇଡ୍ ସେମାନଙ୍କୁ କୋଣାର୍କର ଐତିହାସିକ ତଥ୍ୟ ସମ୍ପର୍କରେ ଅବଗତ କରାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।