କ୍ରାନ୍ତିଦିବସ:  ସିପାହୀ ଓ ପାଇକ ବିଦ୍ରୋହର ଫଟୋ ପ୍ରଦର୍ଶନୀ

ଭୁବନେଶ୍ୱର: କ୍ରାନ୍ତିଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଓଡିଶା ରାଜ୍ୟ ଅଭିଲେଖାଗାର ପରିସରରେ ଜାତୀୟ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମ ସିପାହୀ ବିଦ୍ରୋହ ଏବଂ ପାଇକ ବିଦ୍ରୋହର ଫଟୋ ଚିତ୍ର ସ୍ଥାନ ପାଇଛି। ଭାରତୀୟ ସ୍ୱାଧୀନତା ସଂଗ୍ରାମର କିଛି ତଥ୍ୟ ସାଙ୍ଗକୁ ସେତେବେଳେ ସ୍ୱାଧିନତାର ମୂଲ୍ୟ କେତେ କଷ୍ଟ ସାଧ୍ୟଥିଲା ସେ ନେଇ ସମାଜକୁ ଅବଗତ କରିବା ଲକ୍ଷ୍ୟରେ ଏହି ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । କୋଲକାତାର ଭିକଟୋରିଆ ମେମୋରିଆଲ ହଲ୍ ଏବଂ ଓଡିଶା […]

bbsr

bbsr

Rakesh Mallick
  • Published: Sunday, 09 August 2015
  • Updated: 09 August 2015, 02:03 PM IST

ଭୁବନେଶ୍ୱର: କ୍ରାନ୍ତିଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଓଡିଶା ରାଜ୍ୟ ଅଭିଲେଖାଗାର ପରିସରରେ ଜାତୀୟ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମ ସିପାହୀ ବିଦ୍ରୋହ ଏବଂ ପାଇକ ବିଦ୍ରୋହର ଫଟୋ ଚିତ୍ର ସ୍ଥାନ ପାଇଛି। ଭାରତୀୟ ସ୍ୱାଧୀନତା ସଂଗ୍ରାମର କିଛି ତଥ୍ୟ ସାଙ୍ଗକୁ ସେତେବେଳେ ସ୍ୱାଧିନତାର ମୂଲ୍ୟ କେତେ କଷ୍ଟ ସାଧ୍ୟଥିଲା ସେ ନେଇ ସମାଜକୁ ଅବଗତ କରିବା ଲକ୍ଷ୍ୟରେ ଏହି ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । କୋଲକାତାର ଭିକଟୋରିଆ ମେମୋରିଆଲ ହଲ୍ ଏବଂ ଓଡିଶା ରାଜ୍ୟ ଅଭିଲେଖାଗାରର ମିଳିତ ସହଯୋଗରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ଅବସରରେ ଓଡିଶାରେ ଜାତୀୟତାବାଦ ଆନ୍ଦୋଳନ ଶିର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କ୍ରାନ୍ତିଦିବସ ଅବସରରେ ଅଭିଲେଖାଗାରର ଡିଜିଟାଲ୍ ରେକର୍ଡର ଉଦଘାଟନ କରିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story