କୁନ୍ଦୁଲି ପୀଡ଼ିତାଙ୍କ ସାମ୍ପୁଲ ୪ ସ୍ତରୀୟ ପରୀକ୍ଷା ହୋଇଛି: ରାଜ୍ୟ ଫୋରେନ୍ସିକ୍ ସାଇନ୍ସ ଲ୍ୟାବୋରାଟୋରୀ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କ ବିବାଦୀୟ ଫୋରେନ୍ସିକ୍ ଲ୍ୟାବ ରିପୋର୍ଟ ପ୍ରସଙ୍ଗରେ ପୁଣି ଥରେ ସ୍ପଷ୍ଟୀକରଣ ଜାରି କରିଛି ରାଜ୍ୟ ଫୋରେନ୍ସିକ୍ ସାଇନ୍ସ ଲ୍ୟାବୋରାଟୋରୀ। ଏକ ପ୍ରେସ ରିଲିଜ୍ ଜରିଆରେ ଜାରି ହୋଇଥିବା ସ୍ପଷ୍ଟୀକରଣରେ ଲ୍ୟାବ ପକ୍ଷରୁ ଦର୍ଶାଯାଇଛି ଯେ, ହସ୍ତଗତ ସାମ୍ପୁଲର ୪ ସ୍ତରୀୟ ପରୀକ୍ଷା କରାଯାଇଥିଲା। ସେରୋଲୋଜି ଓ ଡିଏନ୍ଏ ବିଭାଗକୁ ବିଭିନ୍ନ ଟେଷ୍ଟ ପାଇଁ ପଠାଯାଇଥିଲା। ଡିଏନ୍&zwnj;ଏ ପ୍ରୋଫାଇଲିଂ, ଅନ୍ତର୍ଜାତୀୟ ଉପକରଣରେ ଟେଷ୍ଟ ହୋଇଥିଲା।</p> <p>୨ଟି ବିଭାଗର ରିପୋର୍ଟ ପରେ ଚୂଡାନ୍ତ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଥିଲା ବୋଲି ରାଜ୍ୟ ଫୋରେନ୍ସିକ୍ ସାଇନ୍ସ ଲ୍ୟାବୋରାଟୋରୀ ନିର୍ଦ୍ଦେଶକ ଏହି ସ୍ପଷ୍ଟୀକରଣରେ ଦର୍ଶାଇଛନ୍ତି। ଏହାସହ ସେ ଉଲ୍ଲେଖ କରିଛନ୍ତି ଯେ, ଏହାର ଚୂଡାନ୍ତ ଡ୍ରାଫ୍ଟ ରିପୋର୍ଟ ବାୟୋଲୋଜି ବିଭାଗ ପ୍ରସ୍ତୁତ କରିଥିଲା ଏବଂ ନିର୍ଦ୍ଦେଶକଙ୍କ ମଂଜୁରୀ ମିଳିବା ପରେ ରିପୋର୍ଟ କୋର୍ଟକୁ ଦିଆଯାଇଥିଲା।</p>

Ordigital Desk
  • Published: Sunday, 28 January 2018
  • Updated: 28 January 2018, 09:59 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କ ବିବାଦୀୟ ଫୋରେନ୍ସିକ୍ ଲ୍ୟାବ ରିପୋର୍ଟ ପ୍ରସଙ୍ଗରେ ପୁଣି ଥରେ ସ୍ପଷ୍ଟୀକରଣ ଜାରି କରିଛି ରାଜ୍ୟ ଫୋରେନ୍ସିକ୍ ସାଇନ୍ସ ଲ୍ୟାବୋରାଟୋରୀ। ଏକ ପ୍ରେସ ରିଲିଜ୍ ଜରିଆରେ ଜାରି ହୋଇଥିବା ସ୍ପଷ୍ଟୀକରଣରେ ଲ୍ୟାବ ପକ୍ଷରୁ ଦର୍ଶାଯାଇଛି ଯେ, ହସ୍ତଗତ ସାମ୍ପୁଲର ୪ ସ୍ତରୀୟ ପରୀକ୍ଷା କରାଯାଇଥିଲା। ସେରୋଲୋଜି ଓ ଡିଏନ୍ଏ ବିଭାଗକୁ ବିଭିନ୍ନ ଟେଷ୍ଟ ପାଇଁ ପଠାଯାଇଥିଲା। ଡିଏନ୍&zwnj;ଏ ପ୍ରୋଫାଇଲିଂ, ଅନ୍ତର୍ଜାତୀୟ ଉପକରଣରେ ଟେଷ୍ଟ ହୋଇଥିଲା।</p><p>୨ଟି ବିଭାଗର ରିପୋର୍ଟ ପରେ ଚୂଡାନ୍ତ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଥିଲା ବୋଲି ରାଜ୍ୟ ଫୋରେନ୍ସିକ୍ ସାଇନ୍ସ ଲ୍ୟାବୋରାଟୋରୀ ନିର୍ଦ୍ଦେଶକ ଏହି ସ୍ପଷ୍ଟୀକରଣରେ ଦର୍ଶାଇଛନ୍ତି। ଏହାସହ ସେ ଉଲ୍ଲେଖ କରିଛନ୍ତି ଯେ, ଏହାର ଚୂଡାନ୍ତ ଡ୍ରାଫ୍ଟ ରିପୋର୍ଟ ବାୟୋଲୋଜି ବିଭାଗ ପ୍ରସ୍ତୁତ କରିଥିଲା ଏବଂ ନିର୍ଦ୍ଦେଶକଙ୍କ ମଂଜୁରୀ ମିଳିବା ପରେ ରିପୋର୍ଟ କୋର୍ଟକୁ ଦିଆଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos