ରାତି ଅଧରେ ବିଜେପି ପାର୍ଟି ଅଫିସରେ ପଶିଲା ପୋଲିସ୍‌

Ordigital Desk
  • Published: Tuesday, 20 February 2018
  • , Updated: 20 February 2018, 08:26 AM IST
<p>ବରଗଡ଼(ଓଡ଼ିଶ ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ବରଗଡ଼ ବିଜେପି ପାର୍ଟି ଅଫିସରେ ଚଢ଼ାଉ କରିଛି ପୋଲିସ। ଚଢ଼ାଉ ବେଳେ ବିଜେପିର ବିଧାୟକ ଦଳର ନେତା କେଭି ସିଂ ଦେଓ ଓ ବିଧାୟକ ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ। ତେବେ ଚଢ଼ାଉ ବେଳେ ପୋଲିସ ସେମାନଙ୍କ ସମେତ କିଛି ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ବିଜେପି ନେତା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଗାଈସିଲାଟ ଥାନାରେ କେଭି ସିଂଦେଓ ଏବଂ ପ୍ରଦୀପ ପୁରୋହିତଙ୍କ ସହ ୫୦ ଜଣ ବିଜେପି କର୍ମୀ ଧାରଣାରେ ବସିଛନ୍ତି।</p> <p>ସମାନ ଘଟଣାର ପ୍ରତିବାଦ ଜଣାଇବା ଲାଗି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ ନେତାମାନେ ଭୁବନେଶ୍ୱରରେ ଡିଜିଙ୍କ କ୍ୟାମ୍ପ ଅଫିସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣାରେ ବସିଥିଲେ।</p>

Related story