ଅଙ୍ଗନୱାଡି ଶିଶୁଙ୍କୁ ମିଳିବ ଏହି ଲଡ଼ୁ

କେନ୍ଦୁଝର(ପ୍ରଣବ ପାଣି ):କେନ୍ଦୁଝର ଜିଲ୍ଲାରେ ଆଜିଠାରୁ ଅଙ୍ଗନବାଡି କେନ୍ଦ୍ରରେ  ଶିଶୁମାନେ ଖାଇବେ ମାଣ୍ଡିଆ ଲଡୁ (ରାଗିଲଡୁ”) । ରାଗି ଲଡୁ ହେଉଛି ମାଣ୍ଡିଆରେ ତିଆରି ହୋଇଥିବା ଏକ ଲଡୁ । ୩ ରୁ ୬ ବର୍ଷ ବୟସ୍କ ଶିଶୁ ମାନଙ୍କୁ ସପ୍ତାହରେ ଅତିରିକ୍ତ ଭାବରେ ଦିଆଯିବ ୨ ଟି ମାଣ୍ଡିଆ ଲଡ଼ୁ। ରିଫାଇନ୍‌ ଚାଉଳ ତୁଳନାରେ ରାଗିରେ ୩୦ ଗୁଣ ଅଧିକ କ୍ୟାଲସିୟମ ଏବଂ ୪ ଗୁଣ ଅଧିକ ଲୌହସାର ରହିଥାଏ । ମାଣ୍ଡିଆ ଲଡୁରେ ମଧ୍ୟ […]

tiop

tiop

Tapas Behera
  • Published: Thursday, 02 July 2020
  • Updated: 02 July 2020, 03:49 PM IST

Sports

Latest News

କେନ୍ଦୁଝର(ପ୍ରଣବ ପାଣି ):କେନ୍ଦୁଝର ଜିଲ୍ଲାରେ ଆଜିଠାରୁ ଅଙ୍ଗନବାଡି କେନ୍ଦ୍ରରେ  ଶିଶୁମାନେ ଖାଇବେ ମାଣ୍ଡିଆ ଲଡୁ (ରାଗିଲଡୁ") । ରାଗି ଲଡୁ ହେଉଛି ମାଣ୍ଡିଆରେ ତିଆରି ହୋଇଥିବା ଏକ ଲଡୁ । ୩ ରୁ ୬ ବର୍ଷ ବୟସ୍କ ଶିଶୁ ମାନଙ୍କୁ ସପ୍ତାହରେ ଅତିରିକ୍ତ ଭାବରେ ଦିଆଯିବ ୨ ଟି ମାଣ୍ଡିଆ ଲଡ଼ୁ। ରିଫାଇନ୍‌ ଚାଉଳ ତୁଳନାରେ ରାଗିରେ ୩୦ ଗୁଣ ଅଧିକ କ୍ୟାଲସିୟମ ଏବଂ ୪ ଗୁଣ ଅଧିକ ଲୌହସାର ରହିଥାଏ । ମାଣ୍ଡିଆ ଲଡୁରେ ମଧ୍ୟ ଅଧିକ ଫାଇବର, ମିନେରାଲସ ଏବଂ ଆଣ୍ଟିଅକ୍ସିଡାଂଟ ରହିଛି ।

ବର୍ତ୍ତମାନ କୋଭିଡ ପରିସ୍ଥିତିରେ ଅଙ୍ଗନବାଡି କେନ୍ଦ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ରାକ ରନ୍ଧା ଖାଦ୍ୟ ରାଗି ଲଡୁ ମିକ୍ସ ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କ ଘରେ ଯୋଗାଇ ଦିଆଯିବ । ଅଭିଜ୍ଞ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରାଗି ଲଡୁ ମିକ୍ସ ପ୍ରସ୍ତୁତ କରିବେ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ସଦର ବ୍ଲକ ର ୩୩୫ ଅଙ୍ଗନବାଡି କେନ୍ଦ୍ରରେ ନାମ ଲେଖାଇଥିବା ଶିଶୁମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯିବ । ପରେ ପରେ ଜିଲ୍ଲା ର ୩୨୫୭ ଟି ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ ଶିଶୁଙ୍କୁ ସେପ୍ଟେମ୍ବର୧ରୁ  ଉକ୍ତ କାର୍ଯ୍ୟକ୍ରମ ରେ ସାମିଲ କରାଯିବ ।  ଏ ସବୁ ସାଙ୍ଗରେ ଜିଲ୍ଲାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାର ବହୁ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।

ଏ ସବୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ବର୍ଷରୁ ୧. ୫ କୋଟି ସହାୟତା ରାଶି ଯୋଗାଇ ଦିଆଯିବ । ଆଇସିଡିଏସ୍ କାର୍ଯ୍ୟକ୍ରମରେ ମାଣ୍ଡିଆକୁ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ଏହା ଏକ  ଐତିହାସିକ ପଦକ୍ଷେପ ଏବଂ ଏ ଦିଗରେ କେନ୍ଦୁଝର ଜିଲ୍ଲା ହେଉଛି ସମଗ୍ର ରାଜ୍ୟରେ ପ୍ରଥମ  । ମାଣ୍ଡିଆର ବିକେନ୍ଦ୍ରିକରଣ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟା କରଣ, ଯୋଗାଣ ଏବଂ ବ୍ୟବହାର କ୍ଷେତ୍ରରେ ସମଗ୍ର ଦେଶରେ ଏହା ଏକ ଅନନ୍ୟ ପଦକ୍ଷେପ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି |

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story