ପୁଲିସ ହାତରେ ଧରା ଦେଲା ନକ୍ସଲ ନେତା RKର ଲେଡି ବଡି ଗାର୍ଡ

କୋରାପୁଟ(ଓଡ଼ିଶା ରିପୋର୍ଟର):  କୋରାପୁଟ ଏସ୍‌ପିଙ୍କ ନିକଟରେ ମହିଳା ମାଓବାଦୀ ରାମେ ମାଡ଼କାମୀ ଆତ୍ମସମର୍ପଣ କରିଛନ୍ତି। ରାମେ ଦୁର୍ଦ୍ଦାନ୍ତ ମାଓନେତା ଆର୍କେର ସୁରକ୍ଷା ୟୁନିଟର ଏରିଆ କମାଣ୍ଡର ଥିଲେ। ରାମେ ମାଡ଼କାମୀ ନଁ।ରେ ୪ ଲକ୍ଷର ପୁରସ୍କାର ଘୋଷଣା କରାଯାଇଥିଲା। ରାମେ ନାଁରେ କୋରାପୁଟ, ମାଲକାନଗିରି ଜିଲ୍ଲାରେ ୧୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। ସଂଗଠନରେ ସଦସ୍ୟଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ସେ ଦଳ ଛାଡ଼ିଥିବା କୋରାପୁଟ ଏସପି ସୂଚନା ଦେଇଛନ୍ତି।

body-1

Tapaswini Nayak
  • Published: Wednesday, 02 December 2020
  • , Updated: 02 December 2020, 02:49 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର):  କୋରାପୁଟ ଏସ୍‌ପିଙ୍କ ନିକଟରେ ମହିଳା ମାଓବାଦୀ ରାମେ ମାଡ଼କାମୀ ଆତ୍ମସମର୍ପଣ କରିଛନ୍ତି। ରାମେ ଦୁର୍ଦ୍ଦାନ୍ତ ମାଓନେତା ଆର୍କେର ସୁରକ୍ଷା ୟୁନିଟର ଏରିଆ କମାଣ୍ଡର ଥିଲେ। ରାମେ ମାଡ଼କାମୀ ନଁ।ରେ ୪ ଲକ୍ଷର ପୁରସ୍କାର ଘୋଷଣା କରାଯାଇଥିଲା।

ରାମେ ନାଁରେ କୋରାପୁଟ, ମାଲକାନଗିରି ଜିଲ୍ଲାରେ ୧୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। ସଂଗଠନରେ ସଦସ୍ୟଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ସେ ଦଳ ଛାଡ଼ିଥିବା କୋରାପୁଟ ଏସପି ସୂଚନା ଦେଇଛନ୍ତି।

Related story