- Videos
- Odisha
- ୩ କୋଟି ଟଙ୍କା ଠକି ଲେଡି ବିଲଡ୍ର ଗିରଫ , ଆଗରୁ ସ୍ୱାମୀ ବି ଭିତରକୁ ଯାଇଥିଲେ
୩ କୋଟି ଟଙ୍କା ଠକି ଲେଡି ବିଲଡ୍ର ଗିରଫ , ଆଗରୁ ସ୍ୱାମୀ ବି ଭିତରକୁ ଯାଇଥିଲେ
- Published: Monday, 13 November 2017
- , Updated: 13 November 2017, 09:36 PM IST
<p>ଭୁବନେଶ୍ୱର: ଠକେଇ ଅଭିଯୋଗରେ ଭୁବନେଶ୍ୱରରେ ମହିଳା ବିଲଡ୍‌ର ଗିରଫ । ଅରୁନ୍ଧତି ଇନ୍‌ଫ୍ର ଟେକ୍ ନିର୍ଦ୍ଦେଶିକା ନିରୁପମା ସୁନ୍ଦରାୟଙ୍କୁ ଗିରଫ କରିଛି ଭୁବନେଶ୍ୱର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟ। ଏହି ସଂସ୍ଥା ବିରୋଧରେ ୨୫୦ ଜଣ ଲୋକଙ୍କୁ ପ୍ଲଟ, ଫ୍ଲାଟ ଯୋଗାଇବା ନାଁରେ ୩ କୋଟି ଠକେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ସଂସ୍ଥାର ଏମ୍‌ଡି ତଥା ଆଜି ଗିରଫ ହୋଇଥିବା ନିରୁପମାଙ୍କ ସ୍ୱାମୀଙ୍କ ଅଶୋକ ସୁନ୍ଦରାୟଙ୍କୁ ମଧ୍ୟ ଗିରଫ କରିଥିଲା ଇଓଡବ୍ଲ୍ୟ।</p>