କୂଅରୁ ମିଳିଲା ନିଖୋଜ ଡାକ୍ତରାଣୀଙ୍କ ମୃତଦେହ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ନିଖୋଜ ଡାକ୍ତରାଣୀ ସଂଘମିତ୍ରା ମିଶ୍ରଙ୍କ ମୃତଦେହ ଏକ କୂଅରୁ ମିଳିଛି। ଲକ୍ଷ୍ମୀସାଗଗର ଥାନା ଅନ୍ତର୍ଗତ ଝାରପଡ଼ା ପ୍ଲଟ୍ ନମ୍ବର ୭୧୭ ଥିବା ଏକ ୪୦ ଫୁଟ ଗଭୀର କୂଅ ଭିତରୁ ସଂଘମିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ଟାରୁ ନିଖୋଜ ଥିଲେ ସଂଘମିତ୍ରା । ବହୁ ଖୋଜାଖୋଜି ପରେ ପରିବାର ଲୋକେ ଆଜି ସଂଧ୍ୟାରେ ଘର ପରିସରରେ ଥିବା ଏକ କୂଅ […]

1102356-12-20170126111841

Rakesh Mallick
  • Published: Monday, 09 April 2018
  • , Updated: 09 April 2018, 11:07 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ନିଖୋଜ ଡାକ୍ତରାଣୀ ସଂଘମିତ୍ରା ମିଶ୍ରଙ୍କ ମୃତଦେହ ଏକ କୂଅରୁ ମିଳିଛି। ଲକ୍ଷ୍ମୀସାଗଗର ଥାନା ଅନ୍ତର୍ଗତ ଝାରପଡ଼ା ପ୍ଲଟ୍ ନମ୍ବର ୭୧୭ ଥିବା ଏକ ୪୦ ଫୁଟ ଗଭୀର କୂଅ ଭିତରୁ ସଂଘମିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ଟାରୁ ନିଖୋଜ ଥିଲେ ସଂଘମିତ୍ରା । ବହୁ ଖୋଜାଖୋଜି ପରେ ପରିବାର ଲୋକେ ଆଜି ସଂଧ୍ୟାରେ ଘର ପରିସରରେ ଥିବା ଏକ କୂଅ ପାଖରେ ସଂଘମିତ୍ରାଙ୍କ ଚପଲ ଦେଖି ସନ୍ଦେହରେ ପଡିଥିଊଲେ। ପୋଲିସକୁ ଖବର ଦିଅଯାଇଥିଲା। ଦମକଳବାହିନୀ ସହାୟତାରେ ସଂଘମିତ୍ରାଙ୍କ ମୃତଦେହକୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଛି । ତେବେ କେଉଁ ପରିସ୍ଥିତିରେ ସଂଘମିତ୍ରା କୂଅରେ ପଡ଼ିଲେ ସେ ନେଇ ପୋଲିସ୍  ତନାଘନା କରୁଛି।

Related story