ଘରେ ପଶିଗଲା ପରେ ଜାଲରେ ଫସିଗଲେ ଲେଡି ଲୁଟେରା

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଘରେ ପଶି ଚୋରି କଲା ବେଳେଧରାପଡ଼ିଲେ  ଲେଡି ଲୁଟେରା। ଭୁବନେଶ୍ୱର ଆଇଆରସି ଭିଲେଜରେ ଘରେ ପଶି ମୋବାଇଲ ଚୋରି ବେଳେ କାବୁ କରିନେଲେ ସ୍ଥାନୀୟ ଲୋକେ।  ଖବର ପାଇ ଲେଡି ଲୁଟେରାଙ୍କୁ ଥାନାକୁ ନେଇଛି ପିସିଆର ଭ୍ୟାନ୍ । ସୂଚନା ଅନୁଯାୟୀ ଯୁବତୀ ଜଣକ ଚୋରି କରିବା ପାଇଁ ଘରେ ପଶିଥିଲେ। ଏହା ପୂର୍ବରୁ ସେ ୪ଟି ଗେଟ୍‌ ଅତିକ୍ରମ କରିଛନ୍ତି। ତେବେ ଘରେ ପଶିବା ପରେ ପରିବାର ଲୋକେ ଜାଣିପାରି ବାହାରୁ ତାଲା ପକାଇ […]

790-1

790-1

Tapas Behera
  • Published: Thursday, 06 August 2020
  • Updated: 06 August 2020, 05:29 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଘରେ ପଶି ଚୋରି କଲା ବେଳେଧରାପଡ଼ିଲେ  ଲେଡି ଲୁଟେରା। ଭୁବନେଶ୍ୱର ଆଇଆରସି ଭିଲେଜରେ ଘରେ ପଶି ମୋବାଇଲ ଚୋରି ବେଳେ କାବୁ କରିନେଲେ ସ୍ଥାନୀୟ ଲୋକେ।  ଖବର ପାଇ ଲେଡି ଲୁଟେରାଙ୍କୁ ଥାନାକୁ ନେଇଛି ପିସିଆର ଭ୍ୟାନ୍ ।

ସୂଚନା ଅନୁଯାୟୀ ଯୁବତୀ ଜଣକ ଚୋରି କରିବା ପାଇଁ ଘରେ ପଶିଥିଲେ। ଏହା ପୂର୍ବରୁ ସେ ୪ଟି ଗେଟ୍‌ ଅତିକ୍ରମ କରିଛନ୍ତି। ତେବେ ଘରେ ପଶିବା ପରେ ପରିବାର ଲୋକେ ଜାଣିପାରି ବାହାରୁ ତାଲା ପକାଇ ଦେଇଥିଲେ।

ପରେ ସ୍ଥାନୀୟ ଲୋକଙ୍କୁ ଡାକି ଦେଇଥିଲେ। ସ୍ଥାନୀୟ ଲୋକେ ଆସିବା ପରେ ଗେଟ ଖୋଲି ତାକୁ କାବୁ କରିଥିଲେ। ପରେ ଯୁବତୀ ଜଣକୁ କାହିଁକି ଆସିଥିଲ ବୋଲି ପଚାରିଲା ବେଳକୁ ତାଙ୍କୁ ଛାଡ଼ିଦେବା ପାଇଁ ନେହୁରା ହୋଇଥିଲେ। ହେଲେ ସେ ତାଙ୍କର କୌଣସି ପରିଚୟ ଦେଇ ନଥିଲେ। ପରେ ପୁଲିସ ଡାକି ତାଙ୍କୁ ଜିମା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story