ଆଗରେ ତାଲା, ପଛ ଖୋଲା; ଭଡ଼ା ଘରେ ଦିଦି ନାହାନ୍ତି!

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଶିକ୍ଷୟିତ୍ରୀ ଭଉଣୀଙ୍କୁ ଦେଖା କରିବା ପାଇଁ ଧାଇଁ ଆସିଥିଲେ ଭାଇ। ହେଲେ ଭଉଣୀ ରହୁଥିବା ଭଡ଼ା ଘର ମୁଖ୍ୟ କବାଟରେ ତାଲି ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଘର ପଛ ପାର୍ଶ୍ୱକୁ ଯାଇ ଦେଖନ୍ତି ଖୋଲା ଅଛି କବାଟ। ଆଉ ଘର ଭିତରେ ନାହାନ୍ତି ଭଉଣୀ। ସମୟ ନଷ୍ଟ ନକରି ଚାରିଆଡ଼େ ଭଉଣୀଙ୍କୁ ଖୋଜିଲେ ଓ ପାଖ ପଡୋଶୀଙ୍କୁ ମଧ୍ୟ ପଚାରିଲେ। ଶେଷରେ ଭଉଣୀଙ୍କୁ ନପାଇ ବାପାଙ୍କୁ ଜଣାଇଥିଲେ। ଆଜି […]

kidnapped

kidnapped

Manoranjan Sial
  • Published: Wednesday, 15 January 2020
  • Updated: 15 January 2020, 05:20 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଶିକ୍ଷୟିତ୍ରୀ ଭଉଣୀଙ୍କୁ ଦେଖା କରିବା ପାଇଁ ଧାଇଁ ଆସିଥିଲେ ଭାଇ। ହେଲେ ଭଉଣୀ ରହୁଥିବା ଭଡ଼ା ଘର ମୁଖ୍ୟ କବାଟରେ ତାଲି ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଘର ପଛ ପାର୍ଶ୍ୱକୁ ଯାଇ ଦେଖନ୍ତି ଖୋଲା ଅଛି କବାଟ। ଆଉ ଘର ଭିତରେ ନାହାନ୍ତି ଭଉଣୀ। ସମୟ ନଷ୍ଟ ନକରି ଚାରିଆଡ଼େ ଭଉଣୀଙ୍କୁ ଖୋଜିଲେ ଓ ପାଖ ପଡୋଶୀଙ୍କୁ ମଧ୍ୟ ପଚାରିଲେ। ଶେଷରେ ଭଉଣୀଙ୍କୁ ନପାଇ ବାପାଙ୍କୁ ଜଣାଇଥିଲେ। ଆଜି ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅଞ୍ଚଳରେ ଘଟିଛି।

ନୟାଗଡ଼ ଜିଲ୍ଲାର ଜଣେ ଯୁବତୀ ତାରସିଙ୍ଗି ଥାନା ଅଞ୍ଚଳରେ ଏକ ସ୍କୁଲରେ ଶିକ୍ଷକତା କରୁଥିଲେ। ସେ ୨୦୧୮ରୁ ତୁଲଶୀପଲ୍ଲୀରେ ଏକ ଭଡାଘରେ ରହି ପ୍ରତିଦିନ ସ୍କୁଲକୁ ଯିବାଆସିବା କରୁଥିଲେ। ଗତକାଲି ଶିକ୍ଷୟିତ୍ରୀଙ୍କ ଭାଇ ତୁଲଶୀପଲ୍ଲୀ ଆସିଥିଲେ। ଏହି ସମୟରେ ସେ ଘରେ ନଥିଲେ। ଆଉ ତାଙ୍କ ଘର ସମ୍ମୁଖ କବାଟରେ ତାଲା ପଡ଼ିଥିବା ବେଳେ ବାରି ପଟ କବାଟ ଖୋଲା ରହିଥିଲା। ଏହା ଦେଖି ସେ ତୁରନ୍ତ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ବହୁ ଖୋଜା ଖୋଜି କରିବା ପରେ ନପାଇ ବାପାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ଶିକ୍ଷୟିତ୍ରୀଙ୍କ ବାପା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଝିଅକୁ ଭଲ ପାଉଥିବା ଜଣେ ଯୁବକ ଅପହରଣ କରିନେଥିବା ଏତଲାରେ ଦର୍ଶାଇଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଶିକ୍ଷୟିତ୍ରୀଙ୍କ ପତ୍ତା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story