ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ (ସଞ୍ଜୟ ପତି): ଆଜି ହେଉଛି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ ଆଜି ଚନ୍ଦ୍ରଭାଗରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଭୋର ପ୍ରାୟ ୩ଟା ୫୦ ମିନିଟ୍‌ରେ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ମହାସ୍ନାନ ସହ ସ୍ୱତନ୍ତ୍ର ନୀତି କରାଯାଇଥିଲା। ଏହାପରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁସନ୍ଥ ମାନେ ସାହି ସ୍ନାନ କରିଥିଲେ। ପରେ ଭୋର ୪ଟା ୧୦ ମିନଟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥିଲେ। ପରମ୍ପରା ଅନୁଯାୟୀ […]

holydeep

holydeep

Jitendra Garnayak
  • Published: Tuesday, 12 February 2019
  • Updated: 12 February 2019, 08:44 AM IST

Sports

Latest News

କୋଣାର୍କ (ସଞ୍ଜୟ ପତି): ଆଜି ହେଉଛି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ ଆଜି ଚନ୍ଦ୍ରଭାଗରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ।

ଭୋର ପ୍ରାୟ ୩ଟା ୫୦ ମିନିଟ୍‌ରେ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ମହାସ୍ନାନ ସହ ସ୍ୱତନ୍ତ୍ର ନୀତି କରାଯାଇଥିଲା। ଏହାପରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁସନ୍ଥ ମାନେ ସାହି ସ୍ନାନ କରିଥିଲେ। ପରେ ଭୋର ୪ଟା ୧୦ ମିନଟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥିଲେ।

ପରମ୍ପରା ଅନୁଯାୟୀ ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ଗତକାଲି ରାତିରେ ମାଘ ଷଷ୍ଠୀରେ ଶୋଭାଯାତ୍ରାରେ ବାହାରିଥିଲେ। କୋଣାର୍କ ଏନ୍ଏସି ପଡ଼ିଆରେ ତିନି ଠାକୁରଙ୍କୁ ଭୋଗ ଲାଗି କରାଯାଇଥିଲା। ଏହାପରେ ତିନି ଠାକୁର କୋଣାର୍କ ମେଡିକାଲ ଛକରେ ଏକାଠି ହେବା ପରେ ଏକ ବିଶାଳ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପ ଉଦ୍ଦେଶ୍ୟରେ ବାହାରିଥିଲେ।

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷିତ ସାମୁଦ୍ରିକ ସ୍ନାନ ପାଇଁ ସ୍ୱତନ୍ତ୍ର ଲାଇଫ୍ ଗାର୍ଡ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଚନ୍ଦ୍ରଭାଗାରେ ୩୦ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ପୌରାଣିକ କଥାବସ୍ତୁ ଅନୁସାରେ ମାଘାମାସ ଶୁକ୍ଲପକ୍ଷ ସପ୍ତମୀ ତିଥରେ କାଶ୍ୟପ ରୁଷି ଓ ଆଦିତିଙ୍କ ଗର୍ଭରୁ ମିତ୍ରାଦିତ ବା ସୂର୍ଯ୍ୟ ଭଗବାନ ଜନ୍ମ ଗ୍ରହଣ କରିଥିଲେ। ଏହି ଦିନ ଅର୍କ କ୍ଷେତ୍ରର ପବିତ୍ର ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇଲେ ରୋଗ, ଶୋକ, ଭୟ ଓ ଦାରିଦ୍ରତାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story