ଲଳିତଗିରି ବୌଦ୍ଧପୀଠର ଉନ୍ନତି ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ବୈଜୟନ୍ତଙ୍କ ଚିଠି

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଲଳିତଗିରି ବୌଦ୍ଧପୀଠର ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ସାଂସଦ ଶ୍ରୀ ପଣ୍ଡା ଏକ ଚିଠି ଲେଖି ଜଣାଇଛନ୍ତି, ଯେହେତୁ ଲଳିତଗିରି, ଉଦୟଗିରି ଓ ରତ୍ନଗିରିକୁ ନେଇ ହୀରକ ତ୍ରିଭୁଜ ଗଠିତ, ସେଥିପାଇଁ ଏଠାରେ ବୁଦ୍ଧିଷ୍ଟ ଷ୍ଟଡିଜ୍ ସେଣ୍ଟର ଖୋଲିବା ଓ ପ୍ରାଚୀନ କିର୍ତ୍ତିରାଜକୁ ସୁରକ୍ଷିତ ରଖିବା ପାଇଁ ହୀରକ ତ୍ରିଭୁଜ ଡେଭଲପମେଣ୍ଟ […]

panda

panda

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 02:13 PM IST

Sports

Latest News

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଲଳିତଗିରି ବୌଦ୍ଧପୀଠର ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ସାଂସଦ ଶ୍ରୀ ପଣ୍ଡା ଏକ ଚିଠି ଲେଖି ଜଣାଇଛନ୍ତି, ଯେହେତୁ ଲଳିତଗିରି, ଉଦୟଗିରି ଓ ରତ୍ନଗିରିକୁ ନେଇ ହୀରକ ତ୍ରିଭୁଜ ଗଠିତ, ସେଥିପାଇଁ ଏଠାରେ ବୁଦ୍ଧିଷ୍ଟ ଷ୍ଟଡିଜ୍ ସେଣ୍ଟର ଖୋଲିବା ଓ ପ୍ରାଚୀନ କିର୍ତ୍ତିରାଜକୁ ସୁରକ୍ଷିତ ରଖିବା ପାଇଁ ହୀରକ ତ୍ରିଭୁଜ ଡେଭଲପମେଣ୍ଟ ଅଥରିଟି ଗଠନ କରାଯିବା ଆବଶ୍ୟକ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଉଜ୍ଜ୍ୱଳ ଆଲୋକ ଓ ଶଦ୍ଦ ପରିବେଷଣ ସହ ଲଳିତଗିରିକୁ ଏକ ଐତିହ୍ୟ ଗ୍ରାମ ଭାବେ ବିବେଚନା କରାଯିବାକୁ ଶ୍ରୀ ପଣ୍ଡା ଦାବି କରିଛନ୍ତି। ପ୍ରତ୍ନତାତ୍ତ୍ୱିକ ଖନନ ନିକଟରେ ଏକ ହରିଣ ପାର୍କର ଆବଶ୍ୟକତା ନେଇ ସାଂସଦ ୨୦୧୨ ମସିହା ଡିସେମ୍ୱର ୧୨ ତାରିଖରେ ତତକାଳୀନ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ।
ସୂଚନାଯୋଗ୍ୟ ଯେ ସାଂସଦ ଶ୍ରୀ ପଣ୍ଡା ଗତ ମେ ୩୦ ତାରିଖରେ ଲଳିତଗିରି ପରିଦର୍ଶନ କରି ସେଠାରେ ନିର୍ମାଣ ହେଉଥିବା ସଂଗ୍ରହାଳୟ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ଅର୍ଥ ଅଭାବରୁ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ସେ ଜାଣିବାକୁ ପାଇଥିଲେ। ଏଣୁ ଏହି ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇଥିବା ଅର୍ଥ ତୁରନ୍ତ ମଞ୍ଜୁର ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ପଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story