ନେତାଙ୍କ ବିରୋଧରେ ନରବଳି ଓ ଜମିହଡ଼ପ ଅଭିଯୋଗ, ଗିରଫ ଦାବି

ଭୁବନେଶ୍ୱର: ବିଜେପି ନେତା ଶଶୀ ସାହୁଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ।  ଶଶୀଙ୍କ ବିରୋଧରେ ନରବଳି, ଜମି ଦୁର୍ନୀତି ଓ ଚିଟଫଣ୍ଡ କେଳେଙ୍କାରୀ ଆଦି ସଂଗୀନ ଅଭିଯୋଗ ଆଣିଛି। ଆନ୍ଦୋଳନକାରୀମାନେ ବାଇକ ରାଲିରେ ଆସି ଡିସିପି ଅଫିସରେ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ସେଠାରେ ପୋଲିସ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନରେ ଦଳର ବରିଷ୍ଠ ନେତା ଜୟଦେବ ଜେନା, ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ଓ ସଂଗ୍ରାମ ଜେନା ପ୍ରମୁଖ […]

congress

congress

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 02:45 PM IST

Sports

Latest News

ଭୁବନେଶ୍ୱର: ବିଜେପି ନେତା ଶଶୀ ସାହୁଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ।  ଶଶୀଙ୍କ ବିରୋଧରେ ନରବଳି, ଜମି ଦୁର୍ନୀତି ଓ ଚିଟଫଣ୍ଡ କେଳେଙ୍କାରୀ ଆଦି ସଂଗୀନ ଅଭିଯୋଗ ଆଣିଛି। ଆନ୍ଦୋଳନକାରୀମାନେ ବାଇକ ରାଲିରେ ଆସି ଡିସିପି ଅଫିସରେ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ସେଠାରେ ପୋଲିସ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନରେ ଦଳର ବରିଷ୍ଠ ନେତା ଜୟଦେବ ଜେନା, ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ଓ ସଂଗ୍ରାମ ଜେନା ପ୍ରମୁଖ ସାମିଲ ହୋଇଥିଲେ।  ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଡିସିପି ଅଫିସ ଯାଇ ଶଶୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

ଗତ ୨୦୧୪ ନିର୍ବାଚନରେ ସିମୁଳିଆ ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ଶଶୀ ସାହୁ।

ଅନ୍ୟପକ୍ଷରେ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶଶୀ।  ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story