ଜନ୍ମମାଟିରେ ସହିଦଙ୍କୁ ଦିଆଗଲା ଶେଷ ବିଦାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନ୍ମମାଟିରେ ସହିଦଙ୍କୁ ଦିଆଯାଇଛି ଶେଷ ବିଦାୟ। ପୁଲଓ୍ୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ମନୋଜ କୁମାର ବେହେରା ଓ ପ୍ରସନ୍ନ କୁମାର ସାହୁଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ଗାଁକୁ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ଅନ୍ତିମ ସଂସ୍କାର କରାଯାଇଛି। ସହିଦ୍ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ବିମାନବନ୍ଦରରେ ଦିଆଯାଇଥିଲା ଗାର୍ଡ଼ ଅଫ୍ ଅନର। ପରେ ଏକ ବିରାଟ ପଟୁଆରରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି କଟକ ଜିଲ୍ଲା ନିଆଳିର ରତନପୁର […]

sahid.jpg1111

sahid.jpg1111

Manoranjan Sial
  • Published: Sunday, 17 February 2019
  • Updated: 17 February 2019, 08:07 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନ୍ମମାଟିରେ ସହିଦଙ୍କୁ ଦିଆଯାଇଛି ଶେଷ ବିଦାୟ। ପୁଲଓ୍ୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ମନୋଜ କୁମାର ବେହେରା ଓ ପ୍ରସନ୍ନ କୁମାର ସାହୁଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ଗାଁକୁ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ଅନ୍ତିମ ସଂସ୍କାର କରାଯାଇଛି।

ସହିଦ୍ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ବିମାନବନ୍ଦରରେ ଦିଆଯାଇଥିଲା ଗାର୍ଡ଼ ଅଫ୍ ଅନର। ପରେ ଏକ ବିରାଟ ପଟୁଆରରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି କଟକ ଜିଲ୍ଲା ନିଆଳିର ରତନପୁର ଗାଁକୁ ନିଆଯାଇଥିଲା। ରାସ୍ତାରେ ବୀର ପୁଅକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ହଜାର ହଜାର ଜନତା। ରାତିରେ ସହିଦଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିଥିଲା। ତାଙ୍କ ପାର୍ଥିବ ଶରୀରକୁ  ଗ୍ରାମ ପରିକ୍ରମା କରାଯାଇ ଘରକୁ ନିଆଯାଇଥିଲା। ସେଠାରେ ଆତ୍ମୀୟ ପରିଜନମାନେ ବୀର ପୁଅକୁ ଶେଷ ଥର ପାଇଁ ଦର୍ଶନ କରିଥିଲେ। ପରେ ସହିଦଙ୍କୁ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ବିଦାୟ ଦିଆଯାଇଥିଲା। ସହିଦ୍ ମନୋଜଙ୍କ ସାନ ଭାଇ ମୁଖାଗ୍ନି ଦେଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଜୁଏଲ ଓରାମ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନା ନିଆଳିର ସହିଦ ମନୋଜ କୁମାରଙ୍କ ସେଠାରେ ଉପସ୍ଥିତ ରହି ଶେଷ ବିଦାୟ ଦେଇଥିଲେ। ପ୍ରଶାସନ ପକ୍ଷରୁ ସହିଦ ମନୋଜ ବେହେରାଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ଭାବେ୨୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା।

[caption id="attachment_340890" align="aligncenter" width="750"] ଜନ୍ମମାଟିରେ ସହିଦ ମନୋଜ ବେହେରାଙ୍କ ପାର୍ଥିବ ଶରୀର [/caption]

ସେହିଭଳି ଜଗତସିଂହପୁରର ସହିଦ ପ୍ରସନ୍ନ କୁମାର ସାହୁଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ତାଙ୍କ ଗାଁକୁ ନିଆଯାଇଥିଲା। ଗାଁରେ ଶୋକାକୁଳ ପରିବେଶ ଭିତରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଦୁଇ ଦିନ ଧରି ଅପେକ୍ଷା କରିଥିବା ପ୍ରିୟଜନ। ଗାଁରେ ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଶଶିଭୂଷଣ ବେହେରା ଉପସ୍ଥିତ ଥିଲେ।

ଗତକାଲି ସହିଦ୍‌ ମନୋଜ ଓ ପ୍ରସନ୍ନଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ପୁଲିସ୍ ଡିଜି ଆର୍‌ପି ଶର୍ମା, ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି, ସିଆର୍‌ପଏଫ୍‌ ଆଇଜି ଓ ଡିଆଇଜି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story