ଆଡଭୋକେଟ୍ ଆକ୍ଟରେ ସଂଶୋଧନ ପ୍ରସ୍ତାବକୁ ବିରୋଧ, ଆସନ୍ତାକାଲି ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟବାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଆଇନଜୀବୀ। ଜାତୀୟ ଲ’ କମିଶନଙ୍କ ପକ୍ଷରୁ ଆଡଭୋକେଟ୍‌ ଆକ୍ଟ ୧୯୬୧ର ସଂଶୋଧନ ଲାଗି ପ୍ରସ୍ତାବ ଦିଆଯାଇଥିବାରୁ ଏହାକୁ ବିରୋଧକରି ଓକିଲମାନେ ଏହି ଆନ୍ଦୋଳନକୁ ଓହ୍ଲାଇବେ। ରାଜ୍ୟର ସମସ୍ତ ବାର କାଉନସିଲ ପକ୍ଷରୁ ଲ’ କମିଶନଙ୍କ ପ୍ରସ୍ତାବକୁ ପୋଡ଼ି ପ୍ରତିବାଦ କରାଯିବ ବୋଲି ରାଜ୍ୟ ବାର କାଉନସିଲ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଆଇନଜୀବୀମାନେ କେନ୍ଦ୍ରସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। ଆଗାମୀ ଦିନରେ […]

nn

nn

Rakesh Mallick
  • Published: Thursday, 20 April 2017
  • Updated: 20 April 2017, 03:24 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟବାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଆଇନଜୀବୀ। ଜାତୀୟ ଲ’ କମିଶନଙ୍କ ପକ୍ଷରୁ ଆଡଭୋକେଟ୍‌ ଆକ୍ଟ ୧୯୬୧ର ସଂଶୋଧନ ଲାଗି ପ୍ରସ୍ତାବ ଦିଆଯାଇଥିବାରୁ ଏହାକୁ ବିରୋଧକରି ଓକିଲମାନେ ଏହି ଆନ୍ଦୋଳନକୁ ଓହ୍ଲାଇବେ। ରାଜ୍ୟର ସମସ୍ତ ବାର କାଉନସିଲ ପକ୍ଷରୁ ଲ’ କମିଶନଙ୍କ ପ୍ରସ୍ତାବକୁ ପୋଡ଼ି ପ୍ରତିବାଦ କରାଯିବ ବୋଲି ରାଜ୍ୟ ବାର କାଉନସିଲ ପକ୍ଷରୁ କୁହାଯାଇଛି।

ଏହି ଅବସରରେ ଆଇନଜୀବୀମାନେ କେନ୍ଦ୍ରସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ଆସନ୍ତା ୨୨ ତାରିଖରେ  ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏକ ଜାତୀୟ ଅଧିବେଶନର ଆୟୋଜନ କରାଯାଇଛି। ଏହି ଅଧିବେଶନରେ ଦେଶର ସମସ୍ତ ବାର କାଉନସିଲ ସଦସ୍ୟମାନେ ଯୋଗଦେବେ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ  ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story