ରାଜ୍ୟପାଳ ଓ ସବୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଆଇନ୍‌ଜୀବୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଲ୍‌ ଇଣ୍ଡିଆ ବାର୍‌ କାଉନ୍‌ସିଲ୍‌ ଡାକରାରେ ରାଜ୍ୟ ବ୍ୟାପୀ ଆଇନଜୀବୀଙ୍କ ୨ ଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଆନ୍ଦୋଳନର ଦ୍ୱିତୀୟ ଦିନରେ ଆଇନଜୀବୀମାନେ ବୀମା, ପେନସନ୍ ଓ ଷ୍ଟାଇପେଣ୍ଡ ଭଳି ଦାବିରେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଲିଗାଲ ସର୍ଭିସ୍ ଆକ୍ଟ ତୁରନ୍ତ ଲାଗୁ କରିବାକୁ ମଧ୍ୟ ଆଇନଜୀବୀମାନେ ଦାବି କରୁଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଓକିଲ ଭୁବନେଶ୍ୱରରେ ଏକାଠି ହୋଇ ରାଜଭବନଙ୍କୁ ଯାଇ ରାଜ୍ୟପାଳଙ୍କୁ […]

lll

lll

Manoranjan Sial
  • Published: Tuesday, 12 February 2019
  • Updated: 12 February 2019, 09:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଲ୍‌ ଇଣ୍ଡିଆ ବାର୍‌ କାଉନ୍‌ସିଲ୍‌ ଡାକରାରେ ରାଜ୍ୟ ବ୍ୟାପୀ ଆଇନଜୀବୀଙ୍କ ୨ ଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଆନ୍ଦୋଳନର ଦ୍ୱିତୀୟ ଦିନରେ ଆଇନଜୀବୀମାନେ ବୀମା, ପେନସନ୍ ଓ ଷ୍ଟାଇପେଣ୍ଡ ଭଳି ଦାବିରେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଲିଗାଲ ସର୍ଭିସ୍ ଆକ୍ଟ ତୁରନ୍ତ ଲାଗୁ କରିବାକୁ ମଧ୍ୟ ଆଇନଜୀବୀମାନେ ଦାବି କରୁଛନ୍ତି।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଓକିଲ ଭୁବନେଶ୍ୱରରେ ଏକାଠି ହୋଇ ରାଜଭବନଙ୍କୁ ଯାଇ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଓକିଲଙ୍କ ୫ ଦଫା ଦାବି ମଧ୍ୟରେ ରହିଛି, ଯୁବ ଓକିଲଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ, ଓକିଲଙ୍କ ପରିବାର ଲୋକଙ୍କୁ ବୀମା, ଓକିଲଙ୍କ କଲ୍ୟାଣ ପାଇଁ ବାର୍ଷିକ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିବା ଓ ସମସ୍ତଙ୍କୁ ଆର୍ଥିକ ସହାୟତା ସହ ଘର ପ୍ରଦାନ କରିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story