ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଓ ଲକ୍ଷ୍ମଣାନନ୍ଦଙ୍କ ବଳିଦାନ ଦିବସ

= Laxmanananda's Sacrifice Day

6i1

6i1

Tapas Behera
  • Published: Monday, 30 August 2021
  • Updated: 30 August 2021, 10:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପ୍ରଭୁଜୀ ଇଙ୍ଗଲିସ୍ ମିଡିୟମ ସ୍କୁଲରେ ବିଶ୍ଵହିନ୍ଦୁ ପରିଷଦ ଭୁବନେଶ୍ୱର ମହାନଗର ତରଫରୁ ସ୍ଥାପନା ଦିବସ ଓ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ  ସ୍ଵାମୀ ଶଙ୍କରାନନ୍ଦ ଗିରି , ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ , ସ୍ଵାମୀ ଶ୍ରଦ୍ଧାନନ୍ଦ ସରସ୍ଵତୀ , ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ମହାରାଜା ,  ଡ.ନଗେନ ଦେବତା ,ସନ୍ଥ ବିଶେଷ ଚୈତନ୍ୟ ମହାରାଜ , ପ୍ରାନ୍ତ ସଂଗଠନ ମନ୍ତ୍ରୀ (ଓଡ଼ିଶା) ଆନନ୍ଦ କୁମାର ପାଣ୍ଡେ ଉପସ୍ଥିତ ଥିଲେ ।

ଆଜିର ଦିନରେ ୧୯୬୪ ମସିହା ଜନ୍ମାଷ୍ଟମୀ ଦିନ ବମ୍ବେର ସାନ୍ଦିମନୀ ଆଶ୍ରମରେ ସନ୍ଥ ଓ ବିଭିନ୍ନ ଧର୍ମାଚାର୍ଯ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଶ୍ଵହିନ୍ଦୁ ପରିଷଦର ସ୍ଥାପନା ହୋଇଥିଲା । ଦୀର୍ଘ ୫୭ ବର୍ଷ ଧରି ନିରନ୍ତର ଭାବରେ ହିନ୍ଦୁମାନଙ୍କ ସେବା କରିଆସୁଛି । ଆଜିର ପୂଣ୍ୟ ତିଥିରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ବଳିଦାନ ହୋଇଥିଲା ।

ଉକ୍ତ କାର୍ଯକ୍ରମରେ ସନ୍ଥ ସମାଜ ସେମାନଙ୍କର ଆଶ୍ରିବଚନ ପ୍ରଦାନ କରିଥିଲେ । ଶେଷରେ ମା.ଆନନ୍ଦଜୀ ତାଙ୍କର ବୌଦ୍ଧିକ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭାଗ ସମ୍ପାଦକ ଉମଶଙ୍କର ଆଚାର୍ଯ୍ୟ ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯକ୍ରମକୁ ସଫଳ କରିବାପାଇଁ ଭୁବନେଶ୍ୱର ମହାନଗରର ସଭାପତି ଲକ୍ଷ୍ମୀନାରାୟଣ ରଥ , ସମ୍ପାଦକ ଶରତ ମହାପାତ୍ର ,ସହ ସମ୍ପାଦକ ଶ୍ରୀ ଶୁଭ୍ରାଂଶୁ ଶେଖର ଶତପଥୀ, ବିଭାଗ ସଂଯୋଜକ ବିଭୂତି ମହାପାତ୍ର , କାର୍ଯ୍ୟକାରୀ ସଭାପତି ପ୍ରଦୀପ ମହାନ୍ତି , ଉପସଭାପତି ଜୟପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଶାନ୍ତିଃ  ପାଠ କରି କାର୍ଯ୍ୟକ୍ରମ ଉଦ୍‌ଯାପନ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story