ମହିଳା ଚଳାଇବେ PCR ଭ୍ୟାନ୍ ଓ ବାଇକ୍

ସମ୍ୱଲପୁର(ସଞ୍ଜୟ ଜେନା): ଏଣିକି ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପୁଲିସ୍‌ କର୍ମଚାରୀ ଚଳାଇବେ ପିସିଆର୍‌ ଭ୍ୟାନ୍ ଓ ବାଇକ୍। ସମ୍ବଲପୁରରେ ମହିଳାଙ୍କ ସୁରକ୍ଷା ପାଇଁ ପୁଲିସ୍‌ ପକ୍ଷରୁ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଜି ଡିଆଇଜି ହିମାଂଶୁ ଲାଲ୍ ପିସିଆର୍ ଭ୍ୟାନ୍ ଏବଂ ବାଇକ୍‌ର ଆଜି ଶୁଭାରମ୍ଭ କରିଛନ୍ତି। ମୋଟ୍ ୧୦ଟି ପିସିଆର ବାଇକ୍ ମଧ୍ୟରୁ ୨ଟି ବାଇକ୍ କେବଳ ମହିଳା ଚଳାଇବେ।  ସେହିପରି ୨ଟି ପିସିଆର ଭ୍ୟାନ୍ ମଧ୍ୟ ମହିଳା ଡ୍ରାଇଭର ଚଳାଇବେ।

sambalpur

sambalpur

Jyoshna Pradhan
  • Published: Wednesday, 18 December 2019
  • Updated: 18 December 2019, 02:14 PM IST

Sports

Latest News

ସମ୍ୱଲପୁର(ସଞ୍ଜୟ ଜେନା): ଏଣିକି ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପୁଲିସ୍‌ କର୍ମଚାରୀ ଚଳାଇବେ ପିସିଆର୍‌ ଭ୍ୟାନ୍ ଓ ବାଇକ୍। ସମ୍ବଲପୁରରେ ମହିଳାଙ୍କ ସୁରକ୍ଷା ପାଇଁ ପୁଲିସ୍‌ ପକ୍ଷରୁ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆଜି ଡିଆଇଜି ହିମାଂଶୁ ଲାଲ୍ ପିସିଆର୍ ଭ୍ୟାନ୍ ଏବଂ ବାଇକ୍‌ର ଆଜି ଶୁଭାରମ୍ଭ କରିଛନ୍ତି। ମୋଟ୍ ୧୦ଟି ପିସିଆର ବାଇକ୍ ମଧ୍ୟରୁ ୨ଟି ବାଇକ୍ କେବଳ ମହିଳା ଚଳାଇବେ।  ସେହିପରି ୨ଟି ପିସିଆର ଭ୍ୟାନ୍ ମଧ୍ୟ ମହିଳା ଡ୍ରାଇଭର ଚଳାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos