ବଳକା ଅର୍ଥ ଫେରାଇବା ପାଇଁ ୮ ୟୁନିଭର୍ସିଟିକୁ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଳକା ଅର୍ଥ ଫେରାଇବା ପାଇଁ ୮ ୟୁନିଭର୍ସିଟିକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଛି। କ୍ୟାମ୍ପସରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଖୋଲିବାକୁ ପାଣ୍ଠି ମିଳିଥିଲା। ଉଚ୍ଚଶିକ୍ଷା ବିଭାଗ ଏଥିପାଇଁ ୮ଟି ବିଶ୍ୱବିଦ୍ୟାଳୟକୁ ସହାୟତା ପାଣ୍ଠି ଦେଇଥିଲା। ଉତ୍କଳ, ରମାଦେବୀ, ରେଭେନ୍ସା, ଫକୀରମୋହନ, ବ୍ରହ୍ମପୁର, ସମ୍ବଲପୁର, ଗଙ୍ଗାଧର ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ପାଣ୍ଠି ମଞ୍ଜୁର ହୋଇଥିଲା।

ravenshaw..

Tapas Behera
  • Published: Thursday, 24 December 2020
  • , Updated: 24 December 2020, 04:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଳକା ଅର୍ଥ ଫେରାଇବା ପାଇଁ ୮ ୟୁନିଭର୍ସିଟିକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଛି। କ୍ୟାମ୍ପସରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଖୋଲିବାକୁ ପାଣ୍ଠି ମିଳିଥିଲା।

ଉଚ୍ଚଶିକ୍ଷା ବିଭାଗ ଏଥିପାଇଁ ୮ଟି ବିଶ୍ୱବିଦ୍ୟାଳୟକୁ ସହାୟତା ପାଣ୍ଠି ଦେଇଥିଲା। ଉତ୍କଳ, ରମାଦେବୀ, ରେଭେନ୍ସା, ଫକୀରମୋହନ,

ବ୍ରହ୍ମପୁର, ସମ୍ବଲପୁର, ଗଙ୍ଗାଧର ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ପାଣ୍ଠି ମଞ୍ଜୁର ହୋଇଥିଲା।

Related story