ଲିଙ୍ଗରାଜ ମନ୍ଦିରରେ କାଉଡିଆଙ୍କ ଭିଡ

ଭୁବନେଶ୍ୱର: ଆଜି ଶ୍ରାବଣ ସୋମବାର। ଜଳଲାଗି କରିବା ପାଇଁ ଲିଙ୍ଗରାଜ ମନ୍ଦିର ସାମ୍ନାରେ କାଉଡିଆଙ୍କ ଭିଡ ହୋଇଛି। ପ୍ରଭୁ ଲିଙ୍ଗରାଜଙ୍କୁ ଜଳଲାଗି କରିବାପାଇଁ ପାଣିଭାର ଧରି ଯାଜପୁର, ଭଦ୍ରକ ଓ କେନ୍ଦୁଝର ପ୍ରଭୃତି ଅଂଚଳରୁ ଆସିଛନ୍ତି ଅନେକ କାଉଡିଆ। କିଏ ମାନସିକ ରଖି  ଆସିଛି ତ କିଏ ମାନସିକ ପୁରଣ ହୋଇଥିବାରୁ ଏହି ଜଳଲାଗି କରୁଛି।

bbsr

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 04:07 AM IST

Related story