ଉମରକୋଟ: ବଜ୍ରପାତରେ ୩ ମୃତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡ଼ା ଖଣ୍ଡିପଦର ସାପ୍ତାହିକ ହାଟରେ ବଜ୍ରପାତ ଘଟି ଆଜି ଜଣେ ମହିଳାଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିମାନେ ହେଲେ ରାମ ଭଦ୍ରା, ଚଇତି ଭଦ୍ରା ଏବଂ ନିତାଇ ରାୟ। ଗୁରୁତରମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଝରିଗାଁ  ବ୍ଲକ ଖଣ୍ଡିପଦରରେ ସାପ୍ତାହିକ ହାଟ ଚାଲିଥିଲା ବେଳେ  ହଠାତ୍ କାଳ ବୈଶାଖୀ ଝଡ଼ ଓ ବର୍ଷା ସାଙ୍ଗକୁ ବିଜୁଳି ମାରିଥିଲା।

ଆହୁରି ପଢ଼ନ୍ତୁ

ଅଫିସ୍‌ ଯିବାକୁ ପଡ଼ିବନି, କ୍ଲିକ୍‌ କଲେ ହୋଇଯିବ କାମ

ବୃଦ୍ଧାଙ୍କ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ

ମାଗିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ହିସାବ: କାମ ଯୋଗାଇଦେବେ ନା, କେବଳ ପ୍ରଚାର

ଘରୋଇ ଲ୍ୟାବ୍‌ରେ ହେବ ଆଣ୍ଟିଜେନ୍‌ ଟେଷ୍ଟ, ଦାମ କେତେ ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରୁ ଘରକୁ ଫେରିଲେ ନୀଳଗିରି ବିଧାୟକ

ଗରିବଙ୍କ ‘ଆବାସ’ ଆବେଦନ ପତ୍ରକୁ ପୋଡ଼ି ଦିଆଯାଉଛି: ବିଜେପି

ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଘର ମାଲିକଙ୍କୁ ଜେରା

ଅଗଷ୍ଟ ୧୪ ପର୍ଯ୍ୟନ୍ତ ବଢ଼ିଲା ଆଡମିଶନ ତାରିଖ

ଗଞ୍ଜାମ ସ୍ଥିତି ସଙ୍ଗିନ୍‌: ବ୍ରହ୍ମପୁର ସୀମା ସିଲ୍‌, ୭ ଏନ୍‌ଏସି ଶଟ୍‌ଡାଉନ୍‌

ଏସ୍‌ସିବିରେ ପ୍ଲାଜମା ଥେରାପି ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭଦ୍ରକରେ ଆରମ୍ଭ ହେଲା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ

ଲାଞ୍ଚ ନେଇ ଧରା ପଡିଲେ କନିଷ୍ଠ ଯନ୍ତ୍ରୀ