ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଯାଜପୁର (ଓଡ଼ିଶା ରିପୋର୍ଟର) ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଚନ୍ତି। ଯାଜପୁର ପାଣିକୋଇଲି ଥାନା ଆଖୁଆପଦା ନିକଟ ବୈତରଣୀ ନଦୀ ବ୍ରିଜ ଉପରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ମହିଳା ବ୍ରିଜ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଏହା ଦେଖି ରାସ୍ତାରେ ଯାଉଥିବା କିଛି ଲୋକଙ୍କ ମହିଳାଙ୍କୁ ବୁଝାସୁଝା କରିଥିଲେ।  ଏହାପରେ ମହିଳା ଜଣଙ୍କୁ ପାଣିକୋଇଲି ଥାନାରେ ହସ୍ତାନ୍ତର କରିଥିଲେ । ମହିଳା ଜଣକ ବାଲେଶ୍ୱର ଜିଲ୍ଲାର ବୋଲି […]

drown-1

Tapas Behera
  • Published: Sunday, 13 December 2020
  • , Updated: 13 December 2020, 03:45 PM IST

ଯାଜପୁର (ଓଡ଼ିଶା ରିପୋର୍ଟର) ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଚନ୍ତି। ଯାଜପୁର ପାଣିକୋଇଲି ଥାନା ଆଖୁଆପଦା ନିକଟ ବୈତରଣୀ ନଦୀ ବ୍ରିଜ ଉପରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି।

ଜଣେ ମହିଳା ବ୍ରିଜ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଏହା ଦେଖି ରାସ୍ତାରେ ଯାଉଥିବା କିଛି ଲୋକଙ୍କ ମହିଳାଙ୍କୁ ବୁଝାସୁଝା କରିଥିଲେ।  ଏହାପରେ ମହିଳା ଜଣଙ୍କୁ ପାଣିକୋଇଲି ଥାନାରେ ହସ୍ତାନ୍ତର କରିଥିଲେ । ମହିଳା ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି । ଗତ ୨ ମାସ ପୂର୍ବରୁ ମହିଳା ଜଣଙ୍କ କେନ୍ଦୁଝର ଜିଲ୍ଲାରେ ବିବାହ କରିଥିଲେ।  ତେବେ କାହିଁକି ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି  ମାମଲାର ତଦନ୍ତ କରୁଛି ପୁଲିସ ।

Related story