ପୁଣି ଲକ୍‌ଡାଉନ୍ ନିୟମ କୋହଳ କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିଥିବା ରାଜ୍ୟ ସରକାର ଆଜି ପୁଣିଥରେ ନିୟମ କୋହଳ କରିଛନ୍ତି। ଏହାସହିତ ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ହେଉଥିବା ସଟଡାଉନ୍ ନିୟମକୁ ମଧ୍ୟ କୋହଳ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଲକଡାଉନ୍ ଯୋଗୁ ରାତ୍ରିକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲେ ମଧ୍ୟ ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ […]

Lockdown

Lockdown

Tapas Behera
  • Published: Friday, 12 June 2020
  • Updated: 12 June 2020, 07:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିଥିବା ରାଜ୍ୟ ସରକାର ଆଜି ପୁଣିଥରେ ନିୟମ କୋହଳ କରିଛନ୍ତି। ଏହାସହିତ ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ହେଉଥିବା ସଟଡାଉନ୍ ନିୟମକୁ ମଧ୍ୟ କୋହଳ କରିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଲକଡାଉନ୍ ଯୋଗୁ ରାତ୍ରିକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲେ ମଧ୍ୟ ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ଖୋଲିପାରିବ। ତେବେ ସେଠାରେ ବସି ଖାଇବା ପାଇଁ ଅନୁମତି ମିଳିବ ନାହିଁ କେବଳ ପାର୍ସଲରେ ଖାଇବା ନେଇହେବ। ସେହିପରି ୧୧ଟି ଜିଲ୍ଲାରେ ଶନିବାର-ରବିବାର ହେଉଥିବା ସଟଡାଉନବେଳେ ମଧ୍ୟ ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ଖୋଲା ରହିବ। କେବଳ ସେଠାରେ ଖାଦ୍ୟ ପାର୍ସଲ ନେବାର ସୁବିଧା ରହିବ। ସେହିପରି ସଟଡାଉନବେଳେ ଧାନ ସଂଗ୍ରହ, ଚାଉଳ ଯୋଗାଣ, ବାଦାମ ଓ ଡାଲିଜାତୀୟ ସାମଗ୍ରୀର ସଂଗ୍ରହ ପାଇଁ ମଧ୍ୟ ଅନୁମତି ମିଳିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରଜପର୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ରାତ୍ରିକାଳୀନ କର୍ଫ୍ୟୁ ଅବଧିକୁ ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story