ଫଟାଫଟ ଲୋନ୍ ଆପ୍‌ରେ ଠକୁଥିଲେ, ୩ ଚାଇନା ଠକଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତି ସାଂଘାତିକ ଫଟାଫଟ ଲୋନ୍ ଆପ୍। ଫଟାଫଟ୍ ଲୋନ୍ ଦେଇ ପରେ ଲୋକଙ୍କୁ ହିନସ୍ତା କରୁଛନ୍ତି ଏହି ଲୋନ୍ ଆପ୍ ଚଳାଉଥିବା ଠକମାନେ। ଏଭଳି ଲୋନ ଆପ୍ କରି ଲୋକଙ୍କୁ ଠକୁଥିବା ୩ ଚାଇନା ସାଇବର ଲୁଟେରାଙ୍କ ନାଁରେ ଆଜି ଜାରି ହୋଇଛି ଲୁକ୍ ଆଉଟ୍ ସର୍କୁଲାର। EOWର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଏହି ସର୍କୁଲାର ଜାରି କରାଯାଇଛି। ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଏହି ୩ ଠକ […]

APP

APP

Niranjan Mishra
  • Published: Sunday, 17 July 2022
  • Updated: 17 July 2022, 03:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତି ସାଂଘାତିକ ଫଟାଫଟ ଲୋନ୍ ଆପ୍। ଫଟାଫଟ୍ ଲୋନ୍ ଦେଇ ପରେ ଲୋକଙ୍କୁ ହିନସ୍ତା କରୁଛନ୍ତି ଏହି ଲୋନ୍ ଆପ୍ ଚଳାଉଥିବା ଠକମାନେ। ଏଭଳି ଲୋନ ଆପ୍ କରି ଲୋକଙ୍କୁ ଠକୁଥିବା ୩ ଚାଇନା ସାଇବର ଲୁଟେରାଙ୍କ ନାଁରେ ଆଜି ଜାରି ହୋଇଛି ଲୁକ୍ ଆଉଟ୍ ସର୍କୁଲାର। EOWର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଏହି ସର୍କୁଲାର ଜାରି କରାଯାଇଛି। ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଏହି ୩ ଠକ ଲୋକଙ୍କୁ ଠକିଥିବା ଅଭିଯୋଗରେ ସର୍କୁଲାର୍ ଜାରି ହୋଇଛି। ଓଡ଼ିଶା ସମେତ ଦେଶର ପ୍ରାୟ ୧ ଲକ୍ଷ ଲୋକଙ୍କୁ ଏମାନେ ଠକିଥିବା ଅଭିଯୋଗ ହୋଇଛି।

କ୍ରେଡିଟ ଗୋଲ୍ଡ ଲୋନ୍ ଆପ୍ ମାଧ୍ୟମରେ ବେଆଇନ ସଂସ୍ଥା କରି ଠକମାନେ ଲୁଟ୍ କରୁଥିଲେ। ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ନେପାଳ, ବାଂଲାଦେଶରେ ବି ଚାଲିଛି ଏହି ରାକେଟ। ଠକମାନେ ଭାରତୀୟଙ୍କୁ କମ୍ପାନୀର ନିର୍ଦ୍ଦେଶକ କରି ଲୋକଙ୍କ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ହୋଇଛି।

ଯାହାକୁ ନେଇ ଫଟାଫଟ ଲୋନ୍ ଦେବା ଆପ୍ ଏବେ ଚର୍ଚ୍ଚାକୁ ଆସିଛି। ଏହି ଲୋନ୍ ଆପର କର୍ମଚାରୀମାନେ ଲୋନ୍ ଉପରେ ଅଧିକ ସୁଧ ମାଗନ୍ତି। ଯେଉଁମାନେ ଠିକଣା ସମୟରେ ସୁଧ ନ ଦିଅନ୍ତି ସେମାନଙ୍କୁ ବ୍ଲାକ୍ ମେଲ କରନ୍ତି। ଋଣ ନେଇଥିବା ଲୋକଙ୍କ ଫଟୋକୁ ଅନ୍ୟ ଫଟୋ ସହ ଯୋଡ଼ି ସେମାନଙ୍କ ଫୋନ୍ କଣ୍ଟାକ୍ଟ ଲିଷ୍ଟରେ ଥିବା ଲୋକମାନଙ୍କୁ ପଠାନ୍ତି। ଗୁଗୁଲ୍ ପ୍ଲେ ଷ୍ଟୋରରେ ଏଭଳି ଅନେକ ଫେକ୍ ଆପ୍ ରହିଛି। ଏହି ଆପ୍‌ର ମାଷ୍ଟର ମାଇଣ୍ଡ ଚାଇନାରେ ରହି ସଂସ୍ଥାକୁ ଅପରେଟ କରୁଛନ୍ତି। ଠକମାନେ ଏହି ସଂସ୍ଥାର ବିଭିନ୍ନ ମୁଖିଆ ପଦରେ ଭାରତୀୟ ଲୋକଙ୍କୁ ଦାୟୀତ୍ୱ ଦେଇ ସାଧାରଣ ଲୋକଙ୍କୁ ଠକେଇ କରୁଛନ୍ତି। ପ୍ରାୟ ୫ଟା ଦେଶରେ ଏଭଳି ଠକ କମ୍ପାନୀ ଅପରେଟ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story