ବ୍ୟାଙ୍କରୁ ଟଙ୍କା ଉଠାଇ ସ୍କୁଲ ଫେରୁଥିଲେ, ରାସ୍ତାରେ ଝାମ୍ପିନେଲେ ଦୁର୍ବୃତ୍ତ

ବାଲିଗୁଡ଼ା(ଅଜିତ ନାୟକ):  ପ୍ରଧାନଶିକ୍ଷକଙ୍କଠାରୁ ଦୁଇ ଲକ୍ଷ ସତୁରି ହଜାର ଟଙ୍କା ଝାଂପିନେଲେ ଦୁର୍ବୃତ୍ତ। ତାହାପୁଣି ଦିନ ଦି’ପହରରେ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ। ଆଉ ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ମୁଣ୍ଡାସାହି ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ନାୟକ। ଏନେଇ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତନାଘନା ଆରମ୍ଭ କରିଛି। ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ନାୟକ ଆଜି […]

Balliguda

Balliguda

Manoranjan Sial
  • Published: Monday, 13 December 2021
  • Updated: 13 December 2021, 08:03 PM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ):  ପ୍ରଧାନଶିକ୍ଷକଙ୍କଠାରୁ ଦୁଇ ଲକ୍ଷ ସତୁରି ହଜାର ଟଙ୍କା ଝାଂପିନେଲେ ଦୁର୍ବୃତ୍ତ। ତାହାପୁଣି ଦିନ ଦି’ପହରରେ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ। ଆଉ ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ମୁଣ୍ଡାସାହି ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ନାୟକ। ଏନେଇ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତନାଘନା ଆରମ୍ଭ କରିଛି।

ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ନାୟକ ଆଜି ବାଲିଗୁଡା ଷ୍ଟେଟ ବ୍ୟାଙ୍କରୁ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ୨ ଲକ୍ଷ ୭୦ ହଜାର ଟଙ୍କା ଉଠାଇ ବାଇକ୍‌ରେ ସ୍କୁଲକୁ ଫେରୁଥିଲେ। ଫେରିବା ସମୟରେ ବାଲିଗୁଡା ବସ୍‌ଷ୍ଟାଣ୍ଡ ନିକଟସ୍ଥ ୫୯ ନମ୍ବର ଜାତୀୟ ରାଜପଥର ମୁଖ୍ୟ ରାସ୍ତାରେ ଦୁର୍ବୃତ୍ତମାନେ ତାଙ୍କ ବାଇକକୁ ଅଟକାଇଥିଲେ। ପରେ ସାର୍‌ ଧରିଥିବା ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ।

ଦୁର୍ବୃତ୍ତମାନେ ଦୁଇଟି ବାଇକରେ ଆଗପଛ ହୋଇ ଆସି ପ୍ରଧାନଶିକ୍ଷକଙ୍କୁ ପିଛା କରି ଟଙ୍କା ଲୁଟି ନେଇଯାଇଥିଲେ। ଜନ ଗହଳିପୂର୍ଣ୍ଣ ସହର ମଧ୍ୟରେ ଦୁର୍ବୃତ୍ତ ଯେଉଁଭଳି ଭାବେ ଟଙ୍କା ଝାମ୍ପି ନେଲେ, ତାହା ସହରବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି।

ପ୍ରଧାନଶିକ୍ଷକ ରଞ୍ଜିତ କୁମାର ନାୟକ ଏନେଇ ଅଭିଯୋଗ କରିବା ପରେ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛନ୍ତି। ଏଥିସହ ସହରରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ପୁଲିସ ଲୁଟେରାଙ୍କ ପତ୍ତା ପାଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story