ଭୈରବୀ ମନ୍ଦିରରୁ ଚୋରି

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକର ଆରାଧ୍ୟଦେବୀ ଭୈରବୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ମନ୍ଦିରର ତାଲା ଭାଙ୍ଗି ୫ଟି ରୁପା ମୁକୁଟ ଓ ୫ଟି ରୁପା ଛତ୍ର ଚୋରି ହୋଇଛି। ଏନେଇ ପରୁଣାକଟକ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରରୁ ମନ୍ଦିରରୁ ଚୋରି ନେଇ ଖବର ଆସୁଛି। ରାୟଗଡ଼ା ଓ ଖୋର୍ଦ୍ଧାର ତିନିଟି ମନ୍ଦିରରୁ ଚୋରି […]

boudh

Jyoshna Pradhan
  • Published: Saturday, 26 January 2019
  • , Updated: 26 January 2019, 01:02 PM IST

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକର ଆରାଧ୍ୟଦେବୀ ଭୈରବୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ମନ୍ଦିରର ତାଲା ଭାଙ୍ଗି ୫ଟି ରୁପା ମୁକୁଟ ଓ ୫ଟି ରୁପା ଛତ୍ର ଚୋରି ହୋଇଛି।

ଏନେଇ ପରୁଣାକଟକ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରରୁ ମନ୍ଦିରରୁ ଚୋରି ନେଇ ଖବର ଆସୁଛି। ରାୟଗଡ଼ା ଓ ଖୋର୍ଦ୍ଧାର ତିନିଟି ମନ୍ଦିରରୁ ଚୋରି ହୋଇଥିବା ନେଇ ଖବର ଆସିଥିଲା।

Related story