ବାଇକ୍‌ରେ ଆସି ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ଟିଟିଲାଗଡ଼(ମାନସ ମହାନ୍ତି ):ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇ ଥିବା ଜଣାପଡିଛି। ସଇଁନ୍ତଲା ବ୍ଲକ ସିଶକେଲା ପଂଚାୟତ ସିଂ ବାହାଲି ଅନ୍ତର୍ଗତ ଭୁଏର ପଡା ଗ୍ରାମର ସସ୍ମିତା ତାଣ୍ଡି(୩୦) ସିଂ ବାହାଲି ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ଭାବ ରେ କାର୍ଯ୍ୟ କରନ୍ତି । ଆଜି ନିଜର ସ୍ୱାମୀ ଗୋବିନ୍ଦ ବାଗଙ୍କ ସହ ସଇଁନ୍ତଳା ଷ୍ଟେଟ ବ୍ୟଙ୍କକୁ ଆସିଥିଲେ । ସେଠାରେ […]

589

589

Tapas Behera
  • Published: Saturday, 18 September 2021
  • Updated: 18 September 2021, 09:32 PM IST

Sports

Latest News

ଟିଟିଲାଗଡ଼(ମାନସ ମହାନ୍ତି ):ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇ ଥିବା ଜଣାପଡିଛି। ସଇଁନ୍ତଲା ବ୍ଲକ ସିଶକେଲା ପଂଚାୟତ ସିଂ ବାହାଲି ଅନ୍ତର୍ଗତ ଭୁଏର ପଡା ଗ୍ରାମର ସସ୍ମିତା ତାଣ୍ଡି(୩୦) ସିଂ ବାହାଲି ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ଭାବ ରେ କାର୍ଯ୍ୟ କରନ୍ତି । ଆଜି ନିଜର ସ୍ୱାମୀ ଗୋବିନ୍ଦ ବାଗଙ୍କ ସହ ସଇଁନ୍ତଳା ଷ୍ଟେଟ ବ୍ୟଙ୍କକୁ ଆସିଥିଲେ । ସେଠାରେ ଘର ଋଣ ବାବଦ କୁ ୨ ଲକ୍ଷ ଟଙ୍କା ନେଇ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଲୟକୁ କିଛି କାମ ପାଇଁ ଯାଇ ଥିଲେ।  ତେବେ ଶିକ୍ଷୟିତ୍ରୀ ଜଣକ କାର୍ଯ୍ୟାଳୟକୁ ଯାଉ ଥିବା ସମୟରେ ଏକ ବାଇକ୍ ଯୋଗେ ଦୁଇ ଜଣ ଯୁବକ ଆସି ଟଙ୍କା ଥିବା ଭେନିଟ୍‌ ବ୍ୟାଗକୁ ଛଡାଇ ନେଇଥିଲେ ।ପରେ ଶିକ୍ଷୟିତ୍ରୀ ଜଣକ ଚିତ୍କାର କରିବାରୁ ଲୋକ ମାନେ ଆସି ଥିଲେ ।ହେଲେ ସେତେବେଳକୁ ଲୁଟେରା ମାନେ ଖସି ଯାଇଥିଲେ।  ପରେ ଖବର ପାଇ ସଇଁନ୍ତଳା ପୁଲିସ ପହଁଚି ଘଟଣାର ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story