ହୋମ୍‌ ଗାର୍ଡ଼ଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌

ନୀଳଗିରି(ବିଶ୍ୱମ୍ଭର ଦାସ): କାହାକୁ ଛାଡ଼ିଲେ ନାହିଁ ଲୁଟେରା। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ବିଭାଗର ଜଣେ ମହିଳା ହୋମ୍‌ ଗାର୍ଡ଼ଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ଥିଲା ବିଜୟା ଦଶମୀ। ନୀଳଗିରି ଥାନାରେ ଡ୍ୟୁଟି ସାରି ଘରକୁ ଫେରୁଥିଲେ ହୋମ୍‌ଗାର୍ଡ ଦୁର୍ଗା ବାରିକ। ସେ ସାଇକେଲ୍‌ରେ ନିଜ ଗାଁ ମଲ୍ୟାଣୀକୁ ଫେରିଥିଲେ। […]

Balasore

Balasore

Manoranjan Sial
  • Published: Saturday, 16 October 2021
  • Updated: 16 October 2021, 05:00 PM IST

Sports

Latest News

ନୀଳଗିରି(ବିଶ୍ୱମ୍ଭର ଦାସ): କାହାକୁ ଛାଡ଼ିଲେ ନାହିଁ ଲୁଟେରା। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ବିଭାଗର ଜଣେ ମହିଳା ହୋମ୍‌ ଗାର୍ଡ଼ଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ଥିଲା ବିଜୟା ଦଶମୀ। ନୀଳଗିରି ଥାନାରେ ଡ୍ୟୁଟି ସାରି ଘରକୁ ଫେରୁଥିଲେ ହୋମ୍‌ଗାର୍ଡ ଦୁର୍ଗା ବାରିକ। ସେ ସାଇକେଲ୍‌ରେ ନିଜ ଗାଁ ମଲ୍ୟାଣୀକୁ ଫେରିଥିଲେ। ଗାଁ ପାଖରେ ଦୁଇ ଜଣ ଯୁବକ ଏକ ଆପାଚି ବାଇକ୍‌ରେ ଦ୍ରୁତ ଗତିରେ ଆସି ଦୁର୍ଗାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ।

ଦୁର୍ଗା ଏନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story