ସୁସ୍ଥ ହେଲେ ଶ୍ରୀଜିଉ; ଗଜପତି ମହାରାଜଙ୍କୁ ଆଜି ଦିଆଯିବ ଖବର

ପୁରୀ(ଓଡ଼ିଶା ରିପୋର୍ଟର); ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ପଡ଼ିଥିବା ଶ୍ରୀଜିଉ ସୁସ୍ଥ ହୋଇଛନ୍ତି । ଗତକାଲି ଏକାଦଶୀରେ ରାଜବୈଦ୍ୟଙ୍କ ଦ୍ୱାରା ଦଶମୂଳ ମୋଦକ ପ୍ରଦାନ କରାଯିବା ପରେ ଶ୍ରୀଜିଉ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ପ୍ରଭୁ ସୁସ୍ଥ ହୋଇଛନ୍ତି ବୋଲି ଆଜି ଦ୍ୱାଦଶୀ ତିଥିରେ ଗଜପତି ମହାରାଜଙ୍କୁ ଖବର ଜଣାଯିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳ ଚନ୍ଦନ ଏବଂ ପାଟଡୋର ଆଦି ରୁପା ଥାଳିରେ ନେଇ […]

puri-3-1

puri-3-1

Niharika Rout
  • Published: Thursday, 18 June 2020
  • Updated: 18 June 2020, 08:16 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର); ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ପଡ଼ିଥିବା ଶ୍ରୀଜିଉ ସୁସ୍ଥ ହୋଇଛନ୍ତି । ଗତକାଲି ଏକାଦଶୀରେ ରାଜବୈଦ୍ୟଙ୍କ ଦ୍ୱାରା ଦଶମୂଳ ମୋଦକ ପ୍ରଦାନ କରାଯିବା ପରେ ଶ୍ରୀଜିଉ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

ପ୍ରଭୁ ସୁସ୍ଥ ହୋଇଛନ୍ତି ବୋଲି ଆଜି ଦ୍ୱାଦଶୀ ତିଥିରେ ଗଜପତି ମହାରାଜଙ୍କୁ ଖବର ଜଣାଯିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳ ଚନ୍ଦନ ଏବଂ ପାଟଡୋର ଆଦି ରୁପା ଥାଳିରେ ନେଇ ପାଟ ପଟୁଆରରେ ଦଇତାପତି ସେବକମାନେ ଶ୍ରୀନଅର ଗସ୍ତ କରିବେ । ମହାରାଜଙ୍କୁ ଭେଟି ରଥଯାତ୍ରା ସଂପର୍କରେ ଆଲୋଚନା କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story