ଅଣସରରେ ୩ ଠାକୁର, ପୂଜା ପାଉଛନ୍ତି ପଟି ଦିଅଁ

ପୁରୀ(ଓଡ଼ିଶା ରିପୋର୍ଟର): ଶୁକ୍ରବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ଅସୁସ୍ଥ ହୋଇ ପଡ଼ିଥିବା  ମହାପ୍ରଭୁ ଏବେ ଅଣସରରେ ଅଛନ୍ତି। ଆଜିଠୁ ୧୫ ଦିନ ପର୍ଯ୍ୟନ୍ତ ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି । ସେଠାରେ ମହାପ୍ରଭୁଙ୍କ ଗୁପ୍ତ ସେବା ଚାଲିବ।  ତିନି ଠାକୁର ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ  । ସେହିପରି ମନ୍ଦିର ପ୍ରବେଶ କଟକଣା ଯୋଗୁଁ ସିଂହଦ୍ୱାର ବାହାରୁ ଭକ୍ତଙ୍କୁ ଦର୍ଶନ ଦେଉଥିବା ପତିତପାବନଙ୍କ ସ୍ଥାନରେ ପୂଜିତ ହେଉଛନ୍ତି ନାରାୟଣଙ୍କ […]

puri-3--1

puri-3--1

Niharika Rout
  • Published: Saturday, 06 June 2020
  • Updated: 06 June 2020, 11:08 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶୁକ୍ରବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ଅସୁସ୍ଥ ହୋଇ ପଡ଼ିଥିବା  ମହାପ୍ରଭୁ ଏବେ ଅଣସରରେ ଅଛନ୍ତି। ଆଜିଠୁ ୧୫ ଦିନ ପର୍ଯ୍ୟନ୍ତ ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି । ସେଠାରେ ମହାପ୍ରଭୁଙ୍କ ଗୁପ୍ତ ସେବା ଚାଲିବ।  ତିନି ଠାକୁର ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ  । ସେହିପରି ମନ୍ଦିର ପ୍ରବେଶ କଟକଣା ଯୋଗୁଁ ସିଂହଦ୍ୱାର ବାହାରୁ ଭକ୍ତଙ୍କୁ ଦର୍ଶନ ଦେଉଥିବା ପତିତପାବନଙ୍କ ସ୍ଥାନରେ ପୂଜିତ ହେଉଛନ୍ତି ନାରାୟଣଙ୍କ ପଟି ଦିଅଁ ।

ଗତକାଲି ଦିବ୍ୟ ସ୍ନାନ ସରିବା ପରେ ସ୍ନାନ ମଣ୍ଡପରୁ ଗୋଟି ପହଣ୍ଡିରେ ପ୍ରଥମେ ବଡ଼ଠାକୁର ବଳଭଦ୍ର ପରେ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ହୋଇଥିଲା । କରୋନା କଟକଣା ଯୋଗୁଁ କଡ଼ା ସୁରକ୍ଷା ବଳୟରେ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଦେବସ୍ନାନ ନୀତି ସଂପନ୍ନ ହୋଇଥିଲା । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଥିବାରୁ ମାର୍କେଟ୍ ଛକଠାରୁ ଜନସାଧାରଣଙ୍କ ପାଇଁ ପ୍ରବେଶ ନିଷେଧ ଥିଲା  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story