ଏବେ ଫସିବ! ଚୋରା ସାମଗ୍ରୀ ଖୋଜିବା ପାଇଁ ଆସୁଛି ନୂଆ ଆପ୍‌

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋବାଇଲ ଓ ବାଇକ ଖୋଜି ଆଣିବ ମୋବାଇଲ ଆପ୍&zwnj;। ହଜିଯାଇଥିବା ବା ଚୋରି ହୋଇଥିବା ମୋବାଇଲ ଓ ବାଇକ ପାଇବା ପାଇଁ କମିଶନରେଟ ପୋଲିସ ଏକ ନୂଆ ମୋବାଇଲ ଆପ୍&zwnj; ତିଆରି କରୁଛି। ପୋଲିସ ହେଉ ଅବା ସାଧାରଣ ଲୋକେ ଏହି ଆପକୁ ବ୍ୟବହାର କରପାରିବେ।</p> <p>ମୋବାଇଲ କିମ୍ବା ବାଇକ ଚୋରି ହୋଇଯାଇଛି କି? ପୋଲିସ, ଇନଫୋର୍ସମେଣ୍ଟ ଏଜେନ୍ସି କିମ୍ବା ଜନସାଧାରଣ କେହିବି ଏସବୁକୁ ପାଇଛନ୍ତି କି? ଏହା କାହାକୁ ଫେରାଇବେ ଜାଣିପାରୁନାହିଁନ୍ତି କି? ଏଥିପାଇଁ ଏଣିକି ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବନି। କାରଣ ଏଥିପାଇଁ କମିଶନରେଟ ପୋଲିସ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ଆପ। ଯାହାର ନାଁ ହେଉଛି &lsquo;ଲଷ୍ଟ ଆଣ୍ଡ୍&zwnj; ଫାଉଣ୍ଡ&rsquo;। ସର୍ବଭାରତୀୟସ୍ତରରେ ଏହାକୁ ବ୍ୟବହାର କରାଯିବ। ଏହା ମାଧ୍ୟମରେ ହଜିଥିବା ଜନିଷ ବହୁତ ସହଜରେ ସାଧାରଣ ଲୋକେ ପାଇପାରିବେ ବୋଲି ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି। ଦୁଇ ମାସ ଭିତରେ ଏହି ଆପ ଲଞ୍ଚ ହେବ। ତେବେ ଦେଖିବାର କଥା ଏହି&nbsp; ନୂଆ ଆପ ଲଞ୍ଚ ହେବାପରେ କେତେ ଲକ୍ଷ୍ୟ ପୂରଣ କରିପାରିବ।</p>

Ordigital Desk
  • Published: Saturday, 23 December 2017
  • Updated: 23 December 2017, 10:28 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋବାଇଲ ଓ ବାଇକ ଖୋଜି ଆଣିବ ମୋବାଇଲ ଆପ୍&zwnj;। ହଜିଯାଇଥିବା ବା ଚୋରି ହୋଇଥିବା ମୋବାଇଲ ଓ ବାଇକ ପାଇବା ପାଇଁ କମିଶନରେଟ ପୋଲିସ ଏକ ନୂଆ ମୋବାଇଲ ଆପ୍&zwnj; ତିଆରି କରୁଛି। ପୋଲିସ ହେଉ ଅବା ସାଧାରଣ ଲୋକେ ଏହି ଆପକୁ ବ୍ୟବହାର କରପାରିବେ।</p><p>ମୋବାଇଲ କିମ୍ବା ବାଇକ ଚୋରି ହୋଇଯାଇଛି କି? ପୋଲିସ, ଇନଫୋର୍ସମେଣ୍ଟ ଏଜେନ୍ସି କିମ୍ବା ଜନସାଧାରଣ କେହିବି ଏସବୁକୁ ପାଇଛନ୍ତି କି? ଏହା କାହାକୁ ଫେରାଇବେ ଜାଣିପାରୁନାହିଁନ୍ତି କି? ଏଥିପାଇଁ ଏଣିକି ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବନି। କାରଣ ଏଥିପାଇଁ କମିଶନରେଟ ପୋଲିସ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ଆପ। ଯାହାର ନାଁ ହେଉଛି &lsquo;ଲଷ୍ଟ ଆଣ୍ଡ୍&zwnj; ଫାଉଣ୍ଡ&rsquo;। ସର୍ବଭାରତୀୟସ୍ତରରେ ଏହାକୁ ବ୍ୟବହାର କରାଯିବ। ଏହା ମାଧ୍ୟମରେ ହଜିଥିବା ଜନିଷ ବହୁତ ସହଜରେ ସାଧାରଣ ଲୋକେ ପାଇପାରିବେ ବୋଲି ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି। ଦୁଇ ମାସ ଭିତରେ ଏହି ଆପ ଲଞ୍ଚ ହେବ। ତେବେ ଦେଖିବାର କଥା ଏହି&nbsp; ନୂଆ ଆପ ଲଞ୍ଚ ହେବାପରେ କେତେ ଲକ୍ଷ୍ୟ ପୂରଣ କରିପାରିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos