ସମୀରଙ୍କ ମୁଣ୍ଡରେ ସୁନା କଳସ; ତାଙ୍କ ପାଇଁ ଆଗକୁ ରହିବ ଏହି ସବୁ ଚ୍ୟାଲେଞ୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୀର ମହାନ୍ତି ହେଲେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ। ଆଜି ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରେସ୍‌ରେ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତିରେ ସମୀରଙ୍କ ନାଁରେ ମୋହର ମାରିଥିଲା ଦଳ। ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ। ତେବେ ସଭାପତି ଶିରପା ପିନ୍ଧିବା ପରେ ସମୀରଙ୍କ ସାମ୍ନାରେ ଏବେ ଏକାଧିକ ଚ୍ୟାଲେଞ୍ଜ ରହିବ। ସମୀରଙ୍କ ପାଇଁ ପ୍ରଥମ […]

bjp

bjp

Manoranjan Sial
  • Published: Thursday, 16 January 2020
  • Updated: 16 January 2020, 07:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୀର ମହାନ୍ତି ହେଲେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ। ଆଜି ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରେସ୍‌ରେ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତିରେ ସମୀରଙ୍କ ନାଁରେ ମୋହର ମାରିଥିଲା ଦଳ। ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ। ତେବେ ସଭାପତି ଶିରପା ପିନ୍ଧିବା ପରେ ସମୀରଙ୍କ ସାମ୍ନାରେ ଏବେ ଏକାଧିକ ଚ୍ୟାଲେଞ୍ଜ ରହିବ।

ସମୀରଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେବ- ଦଳର ସବୁ ନେତାଙ୍କୁ ସାଙ୍ଗରେ ଧରି ଚାଲିବା। ଦ୍ୱିତୀୟ ଚ୍ୟାଲେଞ୍ଜ ହେବ- ଆଗାମୀ ପୌର ନିର୍ବାଚନରେ ୧ ନମ୍ବର ଦଳ ଭାବେ ସହରୀ ଭୋଟରଙ୍କ ବିଶ୍ୱାସ ଭାଜନ ହେବା, ୩ ଚ୍ୟାଲେଞ୍ଜ ହେବ- କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ନିବିଡ଼ ସମ୍ପର୍କ ଚର୍ଚ୍ଚା ଭିତରେ ତୃଣମୂଳ ସ୍ତରରେ କର୍ମୀଙ୍କ ମନରେ ସୃଷ୍ଟ ସନ୍ଦେହ ଦୂର କରିବା ଏବଂ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡିକୁ ଠିକଣା ମୁକାବିଲା କରିବା।

ସମୀରଙ୍କ ରାଜନୈତିକ କ୍ୟାରିଅର

୨୦୧୬ରୁ ରାଜ୍ୟ ବିଜେପିର ଉପସଭାପତି ଭାବେ କାର୍ଯ୍ୟ କରି ଆସୁଥିଲେ ସମୀର। ୧୯୭୭ରେ ଛାତ୍ର ସଂଗଠନ ଏବିଭିପିରୁ ସେ ରାଜ୍ୟନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୧୯୮୦ରେ ଏବିଭିପି ରାଜ୍ୟ ଉପସଭାପତି ପରେ ୧୯୮୪ରେ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଏହାର ବର୍ଷକ ପରେ ବିଡିଏର ଉପ ସୂଚନା ଅଧିକାରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ତେବେ ୧୦ ବର୍ଷ ପରେ ଚାକିରିରୁ ଇସ୍ତଫା ଦେଇ ବିଜେପି ଭୁବନେଶ୍ୱର ଜିଲ୍ଲା ଉପସଭାପତି ଦାୟିତ୍ୱ ନେଇଥିଲେ। ୨୦୦୯ରେ ଭୁବନେଶ୍ୱର ଏକାମ୍ର ଆସନରୁ ପ୍ରାର୍ଥୀ ହୋଇଥିଲେ ସମୀର।

ବିଜେପି ଇତିହାସରରେ କେବଳ ୧୯୮୮ ଓ ୧୯୯୭ରେ ଦୁଇ ଥର ସଭାପତି ପଦ ଲାଗି ଲଢେଇ ହୋଇଥିଲା ବେଳେ ସବୁଥର ଭଳି ଏଥର ମଧ୍ୟ ସହମତି ଭିତିରେ ନିର୍ବାଚନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story