ଜୀବନ ହାରିଲେ ପ୍ରେମୀଯୁଗଳ

<p>ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ ଜିଲ୍ଲା ଗ୍ରୀଂଜେଲ ଗାଁରେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଗାଁ ନିକଟରେ ଥିବା ଏକ ମହୁଲ ଗଛରେ ମହିଳାଙ୍କ ପିନ୍ଧା ଶାଢ଼ିରେ ଉଭୟେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାବା ସହ ତଦନ୍ତ ଆରମ୍ଭ କରିଛି।</p> <p>ଅଭିଯୋଗ ଅନୁସାରେ, ଗ୍ରୀଂଜେଲ ଗାଁର ଗଣେଶ ସେଠ ମେହେରପଡାର ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ। ଗତକାଲି ମହିଳା ଜଣକ ଘରେ ନଥିବାରୁ ପରିବାର ଲୋକେ ସୋହେଲା ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ। ଆଜି ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।</p>

Ordigital Desk
  • Published: Sunday, 13 May 2018
  • Updated: 13 May 2018, 05:38 PM IST

Sports

Latest News

<p>ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ ଜିଲ୍ଲା ଗ୍ରୀଂଜେଲ ଗାଁରେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଗାଁ ନିକଟରେ ଥିବା ଏକ ମହୁଲ ଗଛରେ ମହିଳାଙ୍କ ପିନ୍ଧା ଶାଢ଼ିରେ ଉଭୟେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାବା ସହ ତଦନ୍ତ ଆରମ୍ଭ କରିଛି।</p><p>ଅଭିଯୋଗ ଅନୁସାରେ, ଗ୍ରୀଂଜେଲ ଗାଁର ଗଣେଶ ସେଠ ମେହେରପଡାର ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ। ଗତକାଲି ମହିଳା ଜଣକ ଘରେ ନଥିବାରୁ ପରିବାର ଲୋକେ ସୋହେଲା ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ। ଆଜି ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos