‘ଅଲଗା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଭଲ ଖାଇବା ଦିଆଯାଉଛି, ଆମର କାହିଁକି ନାହିଁ’

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପରେ ନବରଂଗପୁର ଜିଲ୍ଲା। ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା। ସରକାରୀ ନିୟମ ଅନୁଯାୟୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ  ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ ହୋଇଛି।  ନବରଂଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ  ଛତାବେଢ଼ା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ପ୍ରବାସୀଶ୍ରମିକଙ୍କୁ ନିମ୍ନାମାନର ଦିଆଯାଉଥିବା ଅଭିଯୋଗ ହୋଇଛି। ଏମିତିକି  କ୍ୱାରେଣ୍ଟାଇନ୍‌ ସେଣ୍ଟର ସରକାରୀ ସୂଚୀ ଅନୁଯାୟୀ ଖାଦ୍ୟ ଦିଆଯାଉ ନାହିଁ। ଏନେଇ ପ୍ରବାସୀମାନେ ଏକ ଭିଡିଓ କରି ଅଭିଯୋଗ ବଖାଣିଛନ୍ତି। ଯାହା ଏବେ ସୋଶାଲ […]

7nm

7nm

Tapas Behera
  • Published: Monday, 18 May 2020
  • Updated: 18 May 2020, 04:53 PM IST

Sports

Latest News

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପରେ ନବରଂଗପୁର ଜିଲ୍ଲା। ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା। ସରକାରୀ ନିୟମ ଅନୁଯାୟୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ  ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ ହୋଇଛି।  ନବରଂଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ  ଛତାବେଢ଼ା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ପ୍ରବାସୀଶ୍ରମିକଙ୍କୁ ନିମ୍ନାମାନର ଦିଆଯାଉଥିବା ଅଭିଯୋଗ ହୋଇଛି। ଏମିତିକି  କ୍ୱାରେଣ୍ଟାଇନ୍‌ ସେଣ୍ଟର ସରକାରୀ ସୂଚୀ ଅନୁଯାୟୀ ଖାଦ୍ୟ ଦିଆଯାଉ ନାହିଁ। ଏନେଇ ପ୍ରବାସୀମାନେ ଏକ ଭିଡିଓ କରି ଅଭିଯୋଗ ବଖାଣିଛନ୍ତି।

ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ନୋଡାଲ ଅଫିସର କିମ୍ବା ଦାୟିତ୍ୱରେ ଥିବା  ସରପଞ୍ଚ କେହି ମଧ୍ୟ ଏହି ମାନଙ୍କ କଥା ଶୁଣୁ ନଥିବା ପ୍ରକାଶ କରିଛନ୍ତି l

ଖାଦ୍ୟ ତାଲିକାରେ ମାଛ ଓ ମାଂସ ଥିବା ବେଳେ ପ୍ରବାସୀ ଶ୍ରମିକଙ୍କୁ ଅଣ୍ଡା ତରକାରି ଦିଆଯାଇଥିବା ନେଇ ପ୍ରତିବାଦ କରିଛନ୍ତି। ଏହି ଶ୍ରମିକ ମାନେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ହୋଇଥିବା ବେଳେ ରାଇଘର ବ୍ଲକର ଛତାବେଡା ଗ୍ରାମର କ୍ୱରେଣ୍ଟାଇନ୍‌ ସେଣ୍ଟରରେ ରହୁଛନ୍ତି l ଏହି ଭିଡିଓ ନେଇ ସରକାରୀ ଅଧିକାରୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story