ମା’ ଲକ୍ଷ୍ମୀଙ୍କ ମୁକୁଳା ମଥାରେ ଲାଗିଲା କିରୀଟ

<p>ପୁରୀ (ଓଡ଼ିଶା ରିପୋର୍ଟର): ମହାଲକ୍ଷ୍ମୀଙ୍କ ମୁକୁଳା ମଥାରେ ପୁଣି ଲାଗିଲା କିରୀଟ। ପୁରୀ ଶ୍ରୀମନ୍ଦିରରେ ମା&rsquo; ଲକ୍ଷ୍ମୀଙ୍କ ସୁନା ମୁକୁଟକୁ ମରାମତି ପରେ ଆଜି ପୁଣି ତାଙ୍କ ମସ୍ତକରେ ଲଗାଯାଇଛି। ମୁକୁଟଟି ଭାଙ୍ଗିଯିବାରୁ ମାଆଙ୍କ ମସ୍ତକରୁ ଏହାକୁ ଓହ୍ଲାଇ ଦିଆଯାଇ ମରାମତି ପାଇଁ ନିଆଯାଇଥିଲା। ହେଲେ ମାସାଧିକ କାଳ ମହାଲକ୍ଷ୍ମୀ ମୁକୁଟ ଶୂନ୍ୟ ରହିଥିଲେ ହେଁ ଏଥିପ୍ରତି କାହାରି ଧ୍ୟାନ ନଥିଲା। ଏପରିକି ମାର୍ଗଶୀର ମାସ ଗୁରୁବାରରେ ମଧ୍ୟ ଲକ୍ଷ୍ମୀଙ୍କ ମୁକୁଳା ମସ୍ତକ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗତକାଲି ମାର୍ଗଶୀର ଶେଷ ଗୁରୁବାର ଥିବାରୁ ମରାମତି ପରେ ମାଆଙ୍କ ମଥାରେ ପୁଣି କିରୀଟ ଲଗାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।</p>

Ordigital Desk
  • Published: Wednesday, 29 November 2017
  • Updated: 29 November 2017, 10:36 PM IST

Sports

Latest News

<p>ପୁରୀ (ଓଡ଼ିଶା ରିପୋର୍ଟର): ମହାଲକ୍ଷ୍ମୀଙ୍କ ମୁକୁଳା ମଥାରେ ପୁଣି ଲାଗିଲା କିରୀଟ। ପୁରୀ ଶ୍ରୀମନ୍ଦିରରେ ମା&rsquo; ଲକ୍ଷ୍ମୀଙ୍କ ସୁନା ମୁକୁଟକୁ ମରାମତି ପରେ ଆଜି ପୁଣି ତାଙ୍କ ମସ୍ତକରେ ଲଗାଯାଇଛି। ମୁକୁଟଟି ଭାଙ୍ଗିଯିବାରୁ ମାଆଙ୍କ ମସ୍ତକରୁ ଏହାକୁ ଓହ୍ଲାଇ ଦିଆଯାଇ ମରାମତି ପାଇଁ ନିଆଯାଇଥିଲା। ହେଲେ ମାସାଧିକ କାଳ ମହାଲକ୍ଷ୍ମୀ ମୁକୁଟ ଶୂନ୍ୟ ରହିଥିଲେ ହେଁ ଏଥିପ୍ରତି କାହାରି ଧ୍ୟାନ ନଥିଲା। ଏପରିକି ମାର୍ଗଶୀର ମାସ ଗୁରୁବାରରେ ମଧ୍ୟ ଲକ୍ଷ୍ମୀଙ୍କ ମୁକୁଳା ମସ୍ତକ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗତକାଲି ମାର୍ଗଶୀର ଶେଷ ଗୁରୁବାର ଥିବାରୁ ମରାମତି ପରେ ମାଆଙ୍କ ମଥାରେ ପୁଣି କିରୀଟ ଲଗାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos