ଦଶହରାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ

<p>କେନ୍ଦୁଝର: କେନ୍ଦୁଝରର ଘଟଗାଁର ଆରାଧ୍ୟା ଦେବୀ ମାଆ ତାରିଣୀଙ୍କ ପୀଠରେ ଦଶହରା ଅବସରରେ ଭକ୍ତଙ୍କ ଭିଡ଼ ଲାଗିଛି। ସପ୍ତମୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ୪ଦିନ ଧରି ମାଆ ଶ୍ରଦ୍ଧାଳୁ ମାନଙ୍କୁ ସୁନା ବେଶରେ ଦର୍ଶନ ଦେଇଥାନ୍ତି। ମାଆଙ୍କ ଦର୍ଶନଲାଗି ବିଭିନ୍ନ ସ୍ଥାନରୁ ମାନସିକଧାରୀମାନେ ଆସିଛନ୍ତି। ଏହି ଅବସରରେ ତାରିଣୀଙ୍କ ପୀଠରେ ଦଶଭୂଜା ମାଆ ଦୁର୍ଗାଙ୍କର ମଧ୍ୟ ମୃଣ୍ମୟୀ ମୂର୍ତ୍ତିପୂଜା ପାଉଛନ୍ତି। ଏହି ୪ ଦିନ ଧରି ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।</p>

Ordigital Desk
  • Published: Friday, 29 September 2017
  • Updated: 29 September 2017, 09:24 AM IST
<p>କେନ୍ଦୁଝର: କେନ୍ଦୁଝରର ଘଟଗାଁର ଆରାଧ୍ୟା ଦେବୀ ମାଆ ତାରିଣୀଙ୍କ ପୀଠରେ ଦଶହରା ଅବସରରେ ଭକ୍ତଙ୍କ ଭିଡ଼ ଲାଗିଛି। ସପ୍ତମୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ୪ଦିନ ଧରି ମାଆ ଶ୍ରଦ୍ଧାଳୁ ମାନଙ୍କୁ ସୁନା ବେଶରେ ଦର୍ଶନ ଦେଇଥାନ୍ତି। ମାଆଙ୍କ ଦର୍ଶନଲାଗି ବିଭିନ୍ନ ସ୍ଥାନରୁ ମାନସିକଧାରୀମାନେ ଆସିଛନ୍ତି। ଏହି ଅବସରରେ ତାରିଣୀଙ୍କ ପୀଠରେ ଦଶଭୂଜା ମାଆ ଦୁର୍ଗାଙ୍କର ମଧ୍ୟ ମୃଣ୍ମୟୀ ମୂର୍ତ୍ତିପୂଜା ପାଉଛନ୍ତି। ଏହି ୪ ଦିନ ଧରି ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos