ମନୋରଂଜନ ଷଡ଼ଙ୍ଗୀଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ମନୋରଂଜନ ଷଡ଼ଙ୍ଗୀଙ୍କୁ ମିଳିଲା ଜାମିନ। ମନୋରଂଜନ ଷଡ଼ଙ୍ଗୀଙ୍କୁ ଜାମିନ ଦେଲେ କୋର୍ଟ। ଜାମିନ ମଂଜୁର କଲେ ଖୋର୍ଦ୍ଧା ଜିଲ୍ଲା ସେସନ୍ସ କୋର୍ଟ। OTVର ପୂର୍ବତନ ସିଏଫ୍ଓ ମନୋରଂଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ସାରୁଅ ଜମି କିଣାବିକା ମାମଲାରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଦଫା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦ ବିର ସେକ୍ସନ ୩(୧) (ଜି, କ୍ୟୁ) SC/ST ଆଇନରେ ଗିରଫ କରାଯାଇଥିଲା।