ମହଙ୍ଗା ହେଲା ତମାଖୁ ଜାତ ଦ୍ରବ୍ୟ

ଭୁବନେଶ୍ୱର: ୨୦୧୭-୧୮ ଆର୍ଥିକ ବର୍ଷର ସାଧାରଣ ବଜେଟ୍‌ ପରେ ତମାଖୁ ଜାତ ଦ୍ରବ୍ୟ ମହଙ୍ଗା ହୋଇଛି। ଏହାସହ ଏଲ୍‌ଇଡି ଲ୍ୟାମ୍ପ, ପ୍ରକ୍ରିୟାକୃତ କାଜୁ, ଆଲୁମିନିୟମ ଓର, ରୁପା ମୁଦ୍ରା, ମେଡାଲ ଓ ମୋବାଇଲ ଫୋନ ମହଙ୍ଗା ହୋଇଛି। ସେହିପରି ଅନ୍‌ଲାଇନରେ ଟ୍ରେନ୍‌ ଟିକଟ, ରିୟଲ ଇଷ୍ଟେଟ୍‌, କାର୍ଡ଼ ରିଡର, ସ୍କାନର, ପିଓସ୍‌, ମାଇକ୍ରୋ ଏଟିଏମ୍‌, ଫଳ ଓ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ, ସୋଲାର ଟେମ୍ପର୍ଡ ଗ୍ଲାସ, ଇନ୍ଧନ ବ୍ୟବହାର କରି ଶକ୍ତି ଉତ୍ପାଦନ ଉପକରଣ, ପବନ […]

gutka

Rakesh Mallick
  • Published: Wednesday, 01 February 2017
  • , Updated: 01 February 2017, 08:37 PM IST

ଭୁବନେଶ୍ୱର: ୨୦୧୭-୧୮ ଆର୍ଥିକ ବର୍ଷର ସାଧାରଣ ବଜେଟ୍‌ ପରେ ତମାଖୁ ଜାତ ଦ୍ରବ୍ୟ ମହଙ୍ଗା ହୋଇଛି। ଏହାସହ ଏଲ୍‌ଇଡି ଲ୍ୟାମ୍ପ, ପ୍ରକ୍ରିୟାକୃତ କାଜୁ, ଆଲୁମିନିୟମ ଓର, ରୁପା ମୁଦ୍ରା, ମେଡାଲ ଓ ମୋବାଇଲ ଫୋନ ମହଙ୍ଗା ହୋଇଛି।

ସେହିପରି ଅନ୍‌ଲାଇନରେ ଟ୍ରେନ୍‌ ଟିକଟ, ରିୟଲ ଇଷ୍ଟେଟ୍‌, କାର୍ଡ଼ ରିଡର, ସ୍କାନର, ପିଓସ୍‌, ମାଇକ୍ରୋ ଏଟିଏମ୍‌, ଫଳ ଓ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ, ସୋଲାର ଟେମ୍ପର୍ଡ ଗ୍ଲାସ, ଇନ୍ଧନ ବ୍ୟବହାର କରି ଶକ୍ତି ଉତ୍ପାଦନ ଉପକରଣ, ପବନ କଳ, ଏଲ୍‌ଏନ୍‌ଜି, ସାମରିକ କର୍ମଚାରୀଙ୍କ ଗ୍ରୁପ୍‌ ଇନ୍‌ସୁରାନ୍ସ ଶସ୍ତା ହୋଇଛି।

Related story