ମହିଳାଙ୍କ ରଥ ଚଢ଼ା ପ୍ରସଙ୍ଗ: ତଦନ୍ତ କରିବେ ପୁରୀ ଜିଲ୍ଲାପାଳ ଓ ଏସପି

ପୁରୀ: ରଥରେ ଚଢ଼ି ମହିଳା ଭକ୍ତ ଦିଅଁ ଦର୍ଶନ କରିବା ଘଟଣାର ତଦନ୍ତ କରିବେ ପୁରୀ ଜିଲ୍ଲାପାଳ ଓ ଏସପି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଏ ନେଇ ଚିଠିରେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରଥରେ ଚଢ଼ିଥିବା ମହିଳାଙ୍କ ପରିଚୟ ସଂଗ୍ରହ କରିବାକୁ ସେ କହିଛନ୍ତି ଓ ମହିଳା ଜଣକ ହାଇକୋର୍ଟଙ୍କ ନେର୍ଦ୍ଦଶ ଅବମାନନା କରିଥିବାରୁ ତାଙ୍କ ବିରୋଧରେ କ୍ରିମିନାଲ୍ କେଶ୍ କରିବାକୁ ପରାମର୍ଶ ଦେଇଛନ୍ତି।

SureshMohapatra

Rakesh Mallick
  • Published: Friday, 24 July 2015
  • , Updated: 24 July 2015, 03:57 PM IST

Related story