ମାଳତୀପାଟପୁର ବସ୍‌ଷ୍ଟାଣ୍ଡରୁ ୨ ମହିଳା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରୁ ଦୁଇ ଜଣ ମହିଳା ପର୍ଯ୍ୟଟକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ସେମାନେ ହେଲେ ନେପାଳର ବନକଟି ଅଞ୍ଚଳର ଜୁବୁରି ପର୍ସୀ ଓ ସୁରି ମୋରିଆ। ସେମାନେ ନିଜ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ। ମୃତ ଦୁଇ ଜଣ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ତାଙ୍କ ସହ ଆସିଥିବା ଯାତ୍ରୀମାନେ କହିଛନ୍ତି। ଅସୁସ୍ଥ ଥିବା ଆଉ ଦୁଇ ପର୍ଯ୍ୟଟକ ସୁରି କେୱାଜ ଓ ମାୟାବତୀ ବର୍ମାଙ୍କୁ କଲେରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ୍‌ […]

dead

Rakesh Mallick
  • Published: Tuesday, 27 September 2016
  • , Updated: 27 September 2016, 03:23 PM IST

ପୁରୀ: ପୁରୀ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରୁ ଦୁଇ ଜଣ ମହିଳା ପର୍ଯ୍ୟଟକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ସେମାନେ ହେଲେ ନେପାଳର ବନକଟି ଅଞ୍ଚଳର ଜୁବୁରି ପର୍ସୀ ଓ ସୁରି ମୋରିଆ। ସେମାନେ ନିଜ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ।

ମୃତ ଦୁଇ ଜଣ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ତାଙ୍କ ସହ ଆସିଥିବା ଯାତ୍ରୀମାନେ କହିଛନ୍ତି। ଅସୁସ୍ଥ ଥିବା ଆଉ ଦୁଇ ପର୍ଯ୍ୟଟକ ସୁରି କେୱାଜ ଓ ମାୟାବତୀ ବର୍ମାଙ୍କୁ କଲେରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି  ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

Related story